ରାଉରକେଲାରେ କୁକୁର ଆତଙ୍କ; ୩ ଦିନରେ ୨୭୦ ଜଣଙ୍କୁ କାମୁଡ଼ିଲାଣି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ସହରରେ କୁକୁର ଆତଙ୍କ ଖେଳି ଯାଇଛି । ଗତ ୩ ଦିନରେ ୨୭୦ ରୁ ଊର୍ଦ୍ଧ୍ୱ ଲୋକ କୁକୁର କାମୁଡ଼ାର ଶିକାର ହେଲେଣି । ବିଶେଷ କରି ଇନ୍ଦିରା ଗାନ୍ଧୀ ପାର୍କ , ସେକ୍ଟର ୮ ,୬ , କୋଏଲନଗର , ଝିରିପାଣି , ଜଗଦା , ମାଲଗୋଦାମ , ମଧୁସୂଦନ ପାଲି ନାଲା ରୋଡ ଆଦି ଅଞ୍ଚଳରେ ବୁଲା କୁକୁରଙ୍କ କାମୁଡ଼ା ଲୋକଙ୍କ ସଂଖ୍ୟା ବଢି ଚାଲିଛି । ଗତ […]

dog

dog

Niharika Rout
  • Published: Tuesday, 28 January 2020
  • Updated: 28 January 2020, 02:13 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ସହରରେ କୁକୁର ଆତଙ୍କ ଖେଳି ଯାଇଛି । ଗତ ୩ ଦିନରେ ୨୭୦ ରୁ ଊର୍ଦ୍ଧ୍ୱ ଲୋକ କୁକୁର କାମୁଡ଼ାର ଶିକାର ହେଲେଣି । ବିଶେଷ କରି ଇନ୍ଦିରା ଗାନ୍ଧୀ ପାର୍କ , ସେକ୍ଟର ୮ ,୬ , କୋଏଲନଗର , ଝିରିପାଣି , ଜଗଦା , ମାଲଗୋଦାମ , ମଧୁସୂଦନ ପାଲି ନାଲା ରୋଡ ଆଦି ଅଞ୍ଚଳରେ ବୁଲା କୁକୁରଙ୍କ କାମୁଡ଼ା ଲୋକଙ୍କ ସଂଖ୍ୟା ବଢି ଚାଲିଛି ।

ଗତ ୨୬ ତାରିଖରେ ୮୯ , ୨୭ ତାରିଖରେ ୧୪୧ ଏବଂ ୨୮ ତାରିଖରେ ୬୫ ରୁ ଊର୍ଦ୍ଧ୍ୱ ଲୋକଙ୍କୁ କୁକୁର କାମୁଡ଼ିଲାଣି। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ କିମ୍ବା ରାଉରକେଲା ମହାନଗର ନିଗମ କୁକୁର ଧରିବା ଦିଗରେ ବିଶେଷ ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗତମାସ କୁକୁର କାମୁଡ଼ାରେ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ମାସ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହେବାରୁ ଏହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।  କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ସରକାରୀ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ଏଭଳି ସ୍ଥିତିରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଅଭାବ ପଡ଼ିବା ଆଶଙ୍କା ରହିଛି।

ବୁଲା କୁକୁରଙ୍କୁ ଧରିବାକୁ ଏବଂ ନିୟନ୍ତ୍ରଣ କରିବାକୁ ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ମଙ୍ଗଳବାର ରାଉରକେଲା ବିଧାୟକ ସରକାରୀ ହସ୍ପିଟାଲରେ ପହଞ୍ଚି କୁକୁର କାମୁଡ଼ାର ଶିକାର ଲୋକଙ୍କୁ ଚିକିତ୍ସା ସହ  କୁକୁର ବନ୍ଧ୍ୟାକରଣ  ନିମନ୍ତେ ନିର୍ଦେଶ ଦେଇଛନ୍ତି ।

ଲଗାତାର ଭାବେ ରାଉରକେଲାରେ ବୁଲା କୁକୁରଙ୍କ କାମୁଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବାରେ କର୍ତ୍ତୃପକ୍ଷଙ୍କ ବିଫଳତା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରିଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story