ମାଲକାନଗିରିରେ ଡବଲ ମର୍ଡର

Ordigital Desk
  • Published: Friday, 17 November 2017
  • , Updated: 17 November 2017, 07:12 PM IST
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଦୁଇଜଣ ହେଲେ ସୁଦାମ ଲଛମାୟା ଓ ଭେଙ୍କଟ ରାଓ।</p> <p>ଅଭିଯୁକ୍ତମାନେ ଜଣକ ମୁଣ୍ଡ କାଟି ନେଇତିବା ବେଳେ ଅନ୍ୟ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ୍&zwnj; ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।</p>

Related story