ଈଶ୍ୱରଙ୍କ ସୃଷ୍ଟିରେ ଇଏ କେମିତିକା ଆକାଶ ? କାହିଁକି ଏତେ ଅବିଚାର

ପୁରୀ(ଓଡ଼ିଶା ରିପୋର୍ଟର) ଜୀବନ କଣ ବୁଝିବା ଆଗରୁ ଗ୍ରାସ କରିଛି ଯନ୍ତ୍ରଣା । ମାତ୍ର ୮ ବୟସର ଶିଶୁକୁ ଦୀର୍ଘ ୬ ବର୍ଷ ଧରି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର। ପୁରୀ ଜିଲ୍ଲା ଗୋପ୍ ବ୍ଲକ କୋଲର ଗାଁର ଏକ ଅଭାବି ପରିବାରରେ  ମାନସିକ ରୋଗରେ ପୀଡ଼ିତ ପୁଅର ଚିକିତ୍ସା କରିନପାରି, ଶେଷରେ ଘର ଅଗଣାରେ ବାନ୍ଧି ରଖିବାକୁ ବାଧ୍ୟ ହୋଇଛନ୍ତି ଅଧିକ ଚିକିତ୍ସା ପାଇଁ ମନବଳୁ ଥିଲେ ବି ଉତ୍କଟ ଦାରିଦ୍ର ସେମାନଙ୍କ ଆଗରେ ସୃଷ୍ଟି […]

b-90876

b-90876

Tapas Behera
  • Published: Monday, 16 December 2019
  • Updated: 16 December 2019, 09:25 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) ଜୀବନ କଣ ବୁଝିବା ଆଗରୁ ଗ୍ରାସ କରିଛି ଯନ୍ତ୍ରଣା । ମାତ୍ର ୮ ବୟସର ଶିଶୁକୁ ଦୀର୍ଘ ୬ ବର୍ଷ ଧରି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର। ପୁରୀ ଜିଲ୍ଲା ଗୋପ୍ ବ୍ଲକ କୋଲର ଗାଁର ଏକ ଅଭାବି ପରିବାରରେ  ମାନସିକ ରୋଗରେ ପୀଡ଼ିତ ପୁଅର ଚିକିତ୍ସା କରିନପାରି, ଶେଷରେ ଘର ଅଗଣାରେ ବାନ୍ଧି ରଖିବାକୁ ବାଧ୍ୟ ହୋଇଛନ୍ତି ଅଧିକ ଚିକିତ୍ସା ପାଇଁ ମନବଳୁ ଥିଲେ ବି ଉତ୍କଟ ଦାରିଦ୍ର ସେମାନଙ୍କ ଆଗରେ ସୃଷ୍ଟି କରିଛି ପ୍ରତିବନ୍ଧକ।

କଅଁଳ ବୟସର କୁନି କୁନି ଆଖି, ନିରୀହ ମୁହଁ ବୟାନ କରୁଛି, ଜୀବନଟା କେତେ କଷ୍ଟ, କେତେ ବେଦନାପୂର୍ଣ୍ଣ ।  ଯନ୍ତ୍ରଣାସିକ୍ତ ଜୀବନର ଅସରନ୍ତି ଦୁଃଖ କହିବାକୁ ନା ଖୋଲୁଛି ପାଟି ନା ନିଷ୍ଠୁର ନିସଙ୍ଗତା ଦୂର କରିବାକୁ କେହି ଅଛନ୍ତି ସାଙ୍ଗସାଥୀ । ପୁରୀ ଗୋପ୍ ବ୍ଲକ୍ ଦେସ୍ଥଳି ପଞ୍ଚାୟତ କୋଲର ଗାଁର ଧନୁ କାଣ୍ଡିଙ୍କ ୮ ବର୍ଷର ପୁଅ ଆକାଶ  ଜନ୍ମର ୨ ବର୍ଷ ପରଠୁ ମାନସିକ ରୋଗରେ ଆକ୍ରାନ୍ତ। ପୁଅର ଅସ୍ୱାଭାବିକ୍‌ ଆଚରଣ ଦେଖିବା ପରେ ବାପା-ମା ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ହେଲେ ବାଧକ ସାଜିଥିଲା ଉତ୍କଟ ଆର୍ଥିକ ସ୍ଥିତି । ଅର୍ଥାଭାବରୁ  ଉପଯୁକ୍ତ ଚିକିତ୍ସା କରାଇପାରିନଥିଲେ । ଆଉ ପୁଅ କାଳେ କୁଆଡେ ପଳାଇ ଯିବ, କିଛି  ଭୁଲଭଟକା କରିବ ସେଇ ଭୟରେ ସେବେଠାରୁ ତାକୁ ଏମିତି ବାଉଁଶ ଭାଡି ଉପରେ ବାନ୍ଧି ରଖୁଛନ୍ତି ପରିବାର ଲୋକ। ବାପା-ମା’ କାମ କରିବାକୁ ଚାଲିଯାଆନ୍ତି । ଆଉ ଖରା ବର୍ଷା ଓ ଶୀତରେ ଖୋଲା ଆକାଶ ତଳେ ଦିନ ତମାମ ଏମିତି ବନ୍ଧା ପଡେ ଆକାଶର ଜୀବନ।

ଆକାଶ ଖାଲି ମାନସିକ ରୋଗରେ ନୁହେଁ, ଶାରୀରିକ ଭାବେ ମଧ୍ୟ ଅସୁସ୍ଥ । ୮ ବର୍ଷ ବୟସ ହୋଇଥିଲେ ବି ଆଜିଯାଏଁ ଠିକରେ ଖାଇ ପାରୁନି ସେ । ଏପଟେ ପୁଅକୁ ଭଲ କରି ତା ମୁହଁରେ ହସ ଟିକେ ଦେଖିବାକୁ ବାପା-ମା ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନା ଯାଏଁ ଅନେକ ଥର ଦୌଡ଼ିଲେଣି।  ଡାକ୍ତରଙ୍କ ଆଶ୍ୱାସନା, ପୁଅକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାକୁ ହେଲେ ଅର୍ଥ ଦରକାର। ହେଲେ ଅଭାବି ପରିବାରରେ ଅର୍ଥ ଆସିବ କେଉଁଠୁ? ସେପଟେ ଆକାଶର ଏ ଅବସ୍ଥା ନେଇ ଗୋପ୍ ତହସିଲଦାରଙ୍କୁ ଜଣାଇବା ପରେ ପରିବାରକୁ ଯଥାସାଧ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଆକାଶକୁ ଏ ବୟସରେ ତା ବୟସର ଅନ୍ୟ ପିଲାଙ୍କ ଭଳି ଦେଖିବାକୁ ବାପା-ମାଙ୍କ ମନରେ ଅନେକ ସ୍ୱପ୍ନ। ହେଲେ ସେମାନଙ୍କ ସ୍ୱପ୍ନସାର୍ଥକ କରିବାକୁ କାହାର ସହାୟତାକୁ ଅପେକ୍ଷା କରିଛନ୍ତି ଏ ଗରିବ ପରିବାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story