କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ବିଜେଡିର ଅଣ୍ଡାମାଡ଼!

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଜୋର ଧରିଛି ଅଣ୍ଡାମାଡ଼ ପ୍ରତିବାଦ। ପ୍ରଥମେ  ରାଜ୍ୟ ସରକାରଙ୍କ କେତେକ ଫ୍ରଣ୍ଟ ଲାଇନ୍‌ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ବିରୋଧୀ ବିଜେପି ଓ କଂଗ୍ରେସ ଅଣ୍ଡା ମାଡ଼ କରୁଥିଲେ। କିନ୍ତୁ ଆଜି ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇଥିବା ଜଣାପଡ଼ି ନାହିଁ। କେନ୍ଦ୍ରାପଡ଼ାରେ ହେବାକୁ […]

Biswaswar Tudu

Biswaswar Tudu

Ordigital Desk
  • Published: Sunday, 21 November 2021
  • Updated: 21 November 2021, 03:39 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଜୋର ଧରିଛି ଅଣ୍ଡାମାଡ଼ ପ୍ରତିବାଦ। ପ୍ରଥମେ  ରାଜ୍ୟ ସରକାରଙ୍କ କେତେକ ଫ୍ରଣ୍ଟ ଲାଇନ୍‌ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ବିରୋଧୀ ବିଜେପି ଓ କଂଗ୍ରେସ ଅଣ୍ଡା ମାଡ଼ କରୁଥିଲେ। କିନ୍ତୁ ଆଜି ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇଥିବା ଜଣାପଡ଼ି ନାହିଁ।

କେନ୍ଦ୍ରାପଡ଼ାରେ ହେବାକୁ ଥିବା ଏଲ୍‌ଆଇସିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଯାଇଥିଲେ। କଲେଜ ଛକ ଓ ତିନି ମୁହାଣ ଛକ ନିକଟରେ ବିଜେଡିର କେତେକ ଯୁବକ ସଙ୍ଗଠନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ତ୍ରୀଙ୍କୁ କଳା ପତାକା ମଧ୍ୟ ଦେଖାଇଥିବା ଦେଖିବାକୁ ମିଳିଛି।

ଗତକାଲି ସେହି କେନ୍ଦ୍ରପଡା ଜିଲ୍ଲାରେ ଛାତ୍ର କଂଗ୍ରେସ ଓ ବିଜେପି ପକ୍ଷରୁ ହୋଇଥିଲା ଅଣ୍ଡା ମାଡ଼। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ  କେନ୍ଦ୍ରାପଡା ଗସ୍ତକୁ ବିରୋଧ କରି  ଲ’ କଲେଜ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ  ଅଣ୍ଡା ମାଡ଼ କରାଯାଇଥିଲା। କେବଳ କଂଗ୍ରେସ ନୁହେଁ, ବିଜେପି ମଧ୍ୟ ଆଇନ୍‌ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲା। ଗୁଲ ନଗର ଛକରେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story