ଆଉ ଚଳିବନି ଦେଶୀର ଭାଉ, ଆସିଲା ଇଜିପ୍ଟ ପିଆଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆକାଶ ଛୁଆଁ ଆଳୁ ପିଆଜ। ପିଆଜ ପରେ ଏବେ ଆଳୁରେ ବି ହାତ ମାରିପାରୁନାହାନ୍ତି ଖାଉଟି।  ସପ୍ତାହେ ଭିତରେ କିଲୋ ପ୍ରତି ପ୍ରାୟ ୧୦ଟଙ୍କା ବଢି ପାଖାପାଖି ୩୦ରେ ପହଞ୍ଚିଲାଣି । ତେବେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଓଡ଼ିଶା ବ୍ୟବସାୟୀ କହିଛନ୍ତି ମାସ ଶେଷ ସୁଦ୍ଧା କମି ପାରେ ଦର।  ନୂଆ ଆଳୁ ବାହାରିଲେ ଦର ଉପରେ ଏହାର ପ୍ରଭାବ ପଡ଼ିବ। ସ୍ଥାନୀୟ ଆଳୁ ଓ ପଶ୍ଚିମବଙ୍ଗରୁ ଆଳୁ ବଜାରରେ ପ୍ରବେଶ […]

657890

657890

Tapas Behera
  • Published: Tuesday, 24 December 2019
  • Updated: 24 December 2019, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆକାଶ ଛୁଆଁ ଆଳୁ ପିଆଜ। ପିଆଜ ପରେ ଏବେ ଆଳୁରେ ବି ହାତ ମାରିପାରୁନାହାନ୍ତି ଖାଉଟି।  ସପ୍ତାହେ ଭିତରେ କିଲୋ ପ୍ରତି ପ୍ରାୟ ୧୦ଟଙ୍କା ବଢି ପାଖାପାଖି ୩୦ରେ ପହଞ୍ଚିଲାଣି । ତେବେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଓଡ଼ିଶା ବ୍ୟବସାୟୀ କହିଛନ୍ତି ମାସ ଶେଷ ସୁଦ୍ଧା କମି ପାରେ ଦର।  ନୂଆ ଆଳୁ ବାହାରିଲେ ଦର ଉପରେ ଏହାର ପ୍ରଭାବ ପଡ଼ିବ। ସ୍ଥାନୀୟ ଆଳୁ ଓ ପଶ୍ଚିମବଙ୍ଗରୁ ଆଳୁ ବଜାରରେ ପ୍ରବେଶ କଲେ ଖାଉଟି ଟିକିଏ ଆଶ୍ୱସ୍ତ ହେବେ। ଅନ୍ୟପଟେ ଦରଦାମ ଉଚ୍ଚା ଦେଖି ଚିନ୍ତାରେ ଖାଉଟି।

ଅନ୍ୟପଟେ ଓଡ଼ିଶାରେ ପହଞ୍ଚିଛି ଇଜିପ୍ଟ ପିଆଜ। ସାରା ଦେଶରେ ପିଆଜ ଦର ଅହେତୁକ ବଢ଼ିବା ପରେ ଇଜିପ୍ଟ ପିଆଜକୁ ଆମଦାନୀ କରାଯାଇଛି। ଗତକାଲି ୩୨ ଟନ୍ ଇଜିପ୍ଟ ପିଆଜ ଭୁବନେଶ୍ୱରରେ ପହଞ୍ଚିଛି। ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ।

ତେବେ ଏହି ପିଆଜ ଆସିବା ପରେ ବଜାରରେ ଦର କମିବ ବୋଲି ବ୍ୟବସାୟୀ ସଂଘ କହିଛି।  ଗତ କିଛି ମାସ ଦେଢ ଶହ ଛୁଇଁଥିବା ପିଆଜ ଦର ଉପରେ କିଛିଟା ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।  ଅନ୍ୟପଟେ ଆଳୁ ଓ ପିଆଜ ଦର ଶୀଘ୍ର କମିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story