ରାଜଧାନୀରେ ବନ୍ଦୀ ଜୀବନ କାଟୁଛନ୍ତି ମାଆ, ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଜ ଘରେ ଗୃହବନ୍ଦୀ ହୋଇ ରହିଛନ୍ତି ମାଆ-ପୁଅ। ୪ରୁ ୫ ଦିନ ଧରି ବନ୍ଦୀ ଜୀବନ କାଟୁଛନ୍ତି ମାଆ ଓ ପୁଅ। ରାଜଧାନୀର ଛାତି ଉପରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। ଭୁବନେଶ୍ୱର ବ୍ୟସ୍ତବହୁଳ ସିଆର୍‌ପି ଛକର ପ୍ରିୟଦର୍ଶନୀ ମାର୍କେଟ ପଛ ପଟେ ଏକ ଘରେ ଏମାନଙ୍କୁ ବନ୍ଦୀ କରି ରଖାଯାଇଛି। ଅଭିଯୋଗ ହୋଇଛି ୭୬ ବର୍ଷୀୟ ଅନୁସୂୟା ମହାନ୍ତି ଓ ତାଙ୍କ ପୁଅ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ଗତ ୪-୫ ଦିନ […]

BBSR

BBSR

Manoranjan Sial
  • Published: Saturday, 01 January 2022
  • Updated: 01 January 2022, 07:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଜ ଘରେ ଗୃହବନ୍ଦୀ ହୋଇ ରହିଛନ୍ତି ମାଆ-ପୁଅ। ୪ରୁ ୫ ଦିନ ଧରି ବନ୍ଦୀ ଜୀବନ କାଟୁଛନ୍ତି ମାଆ ଓ ପୁଅ। ରାଜଧାନୀର ଛାତି ଉପରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। ଭୁବନେଶ୍ୱର ବ୍ୟସ୍ତବହୁଳ ସିଆର୍‌ପି ଛକର ପ୍ରିୟଦର୍ଶନୀ ମାର୍କେଟ ପଛ ପଟେ ଏକ ଘରେ ଏମାନଙ୍କୁ ବନ୍ଦୀ କରି ରଖାଯାଇଛି।

ଅଭିଯୋଗ ହୋଇଛି ୭୬ ବର୍ଷୀୟ ଅନୁସୂୟା ମହାନ୍ତି ଓ ତାଙ୍କ ପୁଅ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ଗତ ୪-୫ ଦିନ ହେଲା ବାହାରୁ ତାଲା ପକାଇ ରଖାଯାଇଛି। ଉଭୟଙ୍କ ଅଭିଯୋଗ ଅନୁଯାୟୀ, ସେହି ବିଲଡିଂରେ ପୂର୍ବରୁ ରହୁଥିବା ଅନ୍ୟ ଜଣେ ମହିଳା ଓ ତାଙ୍କ ପରିବାର ଲୋକେ ସେମାନଙ୍କୁ ତାଲା ପକାଇ ପଳାଇଛନ୍ତି। ଘର ଓ ଜାଗାବାଡ଼ିକୁ ନେଇ କିଛି ଆଇନଗତ ସମସ୍ୟା ରହିଛି। ଏହି ଘରର ମାଲିକାନାକୁ ନେଇ ଉଭୟ ପକ୍ଷ ଦାବି କରୁଛନ୍ତି। ତେବେ ବନ୍ଦୀ ଥିବା ମାଆ ଓ ପୁଅ କାଗଜପତ୍ର ଦେଖାଇ ସେମାନଙ୍କ ମାଲିକାନା ଏହି ଘର ଉପରେ ଥିବା ଦାବି କରିଛନ୍ତି।

ଅନୁସୂୟା ମହାନ୍ତି କହିଛନ୍ତି-“ସନ୍ଧ୍ୟାରାଣୀ ସାହୁ, ତାଙ୍କ ଝିଅ ଓ କାହ୍ନୁ ବୋଲି ଗୋଟିଏ ପିଲା ଘରେ ତାଲା ପକାଉଥିଲା ଏବଂ ଖୋଲୁଥିଲା। ମାତ୍ର ଗତ ୪ରୁ ୫ ଦିନ ହେବ ଆଉ ତାଲା ଖୋଲୁନାହିଁ। ଯେତେ ଅନୁରୋଧ କଲେ ମଧ୍ୟ ଖୋଲୁନାହିଁ। ମୋ ପୁଅକୁ ଜ୍ୱର ହୋଇଛି। ତାଲା ଖୋଲିବାକୁ କହିବାରୁ ପୁଲିସ୍‌ ମନା କରିଛି ବୋଲି କହୁଛି।”

ଅନୁସୂୟାଙ୍କ ପୁଅ ମୃତ୍ୟୁଞ୍ଜୟ କହିଛନ୍ତି-“ଘର ଭିତରେ ବନ୍ଦୀ ଜିବନ କାଟୁଥିବାରୁ ଖାଇବା ପାଇଁ ପାଉନାହୁଁ। କେବଳ ବିସ୍କୁଟ ଖାଇ ବଞ୍ଚୁଛୁ। ତାଲା ଖୋଲିବା ପାଇଁ ପୁଲିସକୁ କହିଛୁ। ମାତ୍ର କେହି ଖୋଲୁନାହାନ୍ତି। ନୂଆବର୍ଷଟାରେ ବନ୍ଦୀ ଜୀବନ କାଟୁଛି। ଆମେ ଆଜାଦି ଚାହୁଁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story