ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ବାପ-ପୁଅ ସବୁଠୁ ଧନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ  ନବଜ୍ୟୋତି ପଟ୍ଟନାୟକ।  ଏନେଇ ଏଡିଆର୍ ଓ ଇଲେକସନ୍ ଓ୍ୱାଚ୍ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି।  ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ।  ଭଣ୍ଡାରୀପୋଖରୁ ଆସନରୁ ପ୍ରାର୍ଥୀ ହୋଇଥିବା ନିରଞ୍ଜନଙ୍କ  ସମ୍ପତ୍ତି ହେଉଛି ୬୦ କୋଟି।  ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା […]

BeFunky-collage-(4)

BeFunky-collage-(4)

Tapas Behera
  • Published: Friday, 26 April 2019
  • Updated: 26 April 2019, 01:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପୁଅ  ନବଜ୍ୟୋତି ପଟ୍ଟନାୟକ  ନେଇ ଏଡିଆର୍ ଇଲେକସନ୍ ଓ୍ୱାଚ୍ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି  ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ  ଭଣ୍ଡାରୀପୋଖରୁ ଆସନରୁ ପ୍ରାର୍ଥୀ ହୋଇଥିବା ନିରଞ୍ଜନଙ୍କ  ସମ୍ପତ୍ତି ହେଉଛି ୬୦ କୋଟି 

ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଗତସିଂହପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ  ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୩୩ କୋଟି  ଏହାପରେ ୧୭କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି ଧର୍ମଶାଳାର ବିଜେଡି ପ୍ରାର୍ଥୀ ପ୍ରଣବକୁମାର ବଳବନ୍ତରାୟ

ସେହିପରି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ତଥା ବାଲେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ତଥା ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ତାଙ୍କର ସମ୍ପତ୍ତିର ପରିମାଣ ୧୦୪ କୋଟି ଟଙ୍କା  ତାଙ୍କ ପରେ ଅଛନ୍ତି ବାଲେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ତାଙ୍କ ସମ୍ପତ୍ତିର ପରିମାଣ ହେଉଛି  ୭୨ କୋଟି  ଟଙ୍କା। ଏହାସହ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ତାଙ୍କ ସମ୍ପତ୍ତିର ପରିମାଣ  ୫୭ କୋଟି ଟଙ୍କା  ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story