ଉପଭୋକ୍ତାଙ୍କୁ ଆଶ୍ୱସ୍ତି, ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବର୍ଷ ରାଜ୍ୟରେ ବଢ଼ିବନି ବିଜୁଳି ଦର। ଗତବର୍ଷ ଭଳି ଏବର୍ଷ ମଧ୍ୟ ଶୁଳ୍କ ଅପରିବର୍ତ୍ତିତ ରହିବ। ଏନେଇ OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘରୋଇ, କୃଷି, ଶିଳ୍ପ ଆଦି କ୍ଷେତ୍ର ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିବ। ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ  ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ […]

Simpa-Networks

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 10:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବର୍ଷ ରାଜ୍ୟରେ ବଢ଼ିବନି ବିଜୁଳି ଦର। ଗତବର୍ଷ ଭଳି ଏବର୍ଷ ମଧ୍ୟ ଶୁଳ୍କ ଅପରିବର୍ତ୍ତିତ ରହିବ। ଏନେଇ OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘରୋଇ, କୃଷି, ଶିଳ୍ପ ଆଦି କ୍ଷେତ୍ର ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିବ। ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ  ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି କହିଛନ୍ତି OERC ନିର୍ଦ୍ଦେଶକ।

Related story