ଜଙ୍ଗଲରୁ ହାତୀର ମୃତଦେହ ଠାବ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳ ଗୋଚ୍ଛା ଜଙ୍ଗଲରେ ଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ୭ରୁ ୮ବର୍ଷ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ବନବିଭାଗ ଅଧିକାରୀ ହାତୀର ମୃତଦେହକୁ ଠାବ କରିଛନ୍ତି। ତେବେ ହାତୀର ମୃତ୍ୟୁର କାରଣ ଜଣାପଡି ନାହିଁ। ହେଲେ ହାତୀର ଦାନ୍ତ କଟା ହୋଇଥିବା ଦେଖିବାକୁ ମିଳିଛି । ଆଜି ହାତୀର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପଞ୍ଚରିଡା ରେଞ୍ଜ ଅଧିକାରୀ କହିଛନ୍ତି।

elephant

Jyoshna Pradhan
  • Published: Tuesday, 28 May 2019
  • , Updated: 28 May 2019, 10:07 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳ ଗୋଚ୍ଛା ଜଙ୍ଗଲରେ ଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ୭ରୁ ୮ବର୍ଷ ହୋଇଥିବା ଜଣାପଡ଼ିଛି।

ଗତକାଲି ରାତିରେ ବନବିଭାଗ ଅଧିକାରୀ ହାତୀର ମୃତଦେହକୁ ଠାବ କରିଛନ୍ତି। ତେବେ ହାତୀର ମୃତ୍ୟୁର କାରଣ ଜଣାପଡି ନାହିଁ। ହେଲେ ହାତୀର ଦାନ୍ତ କଟା ହୋଇଥିବା ଦେଖିବାକୁ ମିଳିଛି । ଆଜି ହାତୀର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପଞ୍ଚରିଡା ରେଞ୍ଜ ଅଧିକାରୀ କହିଛନ୍ତି।

Related story