କୂଅରେ ଖସି ପଡ଼ିଲା ହାତୀ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର):  କୂଅରେ ପଡ଼ିଯାଇଥିଲା ଦନ୍ତାହାତୀ। ବନ ବିଭାଗର ଉଦ୍ୟମ ପରେ ହାତୀଟିକୁ କୂଅରୁ କଢ଼ା ଯାଇଥିଲା। ଆଜି ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲର ଥିବା ଏକ ପରିତ୍ୟକ୍ତ କୂଅରେ ହାତୀଟି ପଡ଼ିଯାଇଥିଲା। ଖବର ପାଇବା ପରେ କିଛି ସମୟ ଧରି ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ନପହଞ୍ଚିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହାତୀଟିର ବୟସ ୬ରୁ ୭ ବର୍ଷ ହେବ।

jumbo

Jitendra Garnayak
  • Published: Friday, 02 November 2018
  • , Updated: 02 November 2018, 03:10 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର):  କୂଅରେ ପଡ଼ିଯାଇଥିଲା ଦନ୍ତାହାତୀ। ବନ ବିଭାଗର ଉଦ୍ୟମ ପରେ ହାତୀଟିକୁ କୂଅରୁ କଢ଼ା ଯାଇଥିଲା।

ଆଜି ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲର ଥିବା ଏକ ପରିତ୍ୟକ୍ତ କୂଅରେ ହାତୀଟି ପଡ଼ିଯାଇଥିଲା।

ଖବର ପାଇବା ପରେ କିଛି ସମୟ ଧରି ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ନପହଞ୍ଚିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ହାତୀଟିର ବୟସ ୬ରୁ ୭ ବର୍ଷ ହେବ।

Related story