ମାତିଛନ୍ତି ହାତୀ, ଆତଙ୍କରେ ଲୋକେ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଝୁମ୍ପୁରା ବ୍ଲକ୍‌ ଅଫିସ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ବାଲିବନ୍ଧ ପଟୁ ହାତୀ ଆସି ଆମ୍ବ ବଗିଚାରେ ଅଛନ୍ତି। ୮ ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି। ହାତୀ ପଲ ଉଖୁଣ୍ଡା ଫରେଷ୍ଟର ହରିପଶି ଗ୍ରାମ୍ୟ ଜଙ୍ଗଲରୁ ଆସି ରାଇକଳା ହୋଇ ଝୁମ୍ପୁରା ବଜାର ନିକଟରେ ଥିବା ଆମ୍ବ […]

elephant-677

elephant-677

Jyoshna Pradhan
  • Published: Tuesday, 01 January 2019
  • Updated: 01 January 2019, 01:25 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଝୁମ୍ପୁରା ବ୍ଲକ୍‌ ଅଫିସ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ବାଲିବନ୍ଧ ପଟୁ ହାତୀ ଆସି ଆମ୍ବ ବଗିଚାରେ ଅଛନ୍ତି। ୮ ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି।

ହାତୀ ପଲ ଉଖୁଣ୍ଡା ଫରେଷ୍ଟର ହରିପଶି ଗ୍ରାମ୍ୟ ଜଙ୍ଗଲରୁ ଆସି ରାଇକଳା ହୋଇ ଝୁମ୍ପୁରା ବଜାର ନିକଟରେ ଥିବା ଆମ୍ବ ବଗିଚାରେ ଅଟକିଛନ୍ତି। କାଳେ ଜନବସତି ଭିତରେ ହାତୀ ପଶିଯିବେ ସେ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story