ହାତୀ ହାବୁଡ଼ରେ ପଡ଼ିଗଲେ ବିଷ୍ଣୁ

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଦରଗାଁ ନିକଟରେ ଏକ ଦନ୍ତା ହାତୀ ଆକ୍ରମଣରେ ଗତକାଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ । ହାତୀ ଆକ୍ରମଣରେ ୨ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟାଙ୍ଗରିପଡା ଗାଁର କିଛି ଲୋକ ନିକଟସ୍ଥ ଦରଗାଁକୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। […]

hati--1--1..

hati--1--1..

Niharika Rout
  • Published: Friday, 31 January 2020
  • Updated: 31 January 2020, 07:44 AM IST

Sports

Latest News

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଦରଗାଁ ନିକଟରେ ଏକ ଦନ୍ତା ହାତୀ ଆକ୍ରମଣରେ ଗତକାଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ । ହାତୀ ଆକ୍ରମଣରେ ୨ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଟାଙ୍ଗରିପଡା ଗାଁର କିଛି ଲୋକ ନିକଟସ୍ଥ ଦରଗାଁକୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story