ହାତୀ ପାଇଁ ସ୍କୁଲ ଯାଉ ନାହାନ୍ତି ପିଲା

ଆଠଗଡ଼ (ଓଡ଼ିଶା ରିପୋର୍ଟର) ଆଠଗଡ଼ ବନଖଣ୍ଡ ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ। ଜନବସତିଅ ଅଞ୍ଚଳରେ ହାତୀ ଉତ୍ପାତ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବାଆସିବା କରିବାକୁ ଲୋକ ଭୟ କରୁଛନ୍ତି। ଏମିତି କି ଛାତ୍ରଛାତ୍ରୀ ହାତୀ ଭୟରେ ସ୍କୁଲ, କଲେଜ ଯାଉନଥିବା ଅଭିଯୋଗ ହୋଇଛି। ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ହାତୀ ଘଉଡ଼େଇବା ଦିଗରେ କିଛି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

v-9087

v-9087

Tapas Behera
  • Published: Sunday, 22 December 2019
  • Updated: 22 December 2019, 05:56 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story