ସହର ମୁହାଁ ଗଜରାଜ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସହର ମୁହାଁ ହୋଇଛନ୍ତି ଗଜରାଜ। ଢେଙ୍କାନାଳ ସହର ଭିତରେ ଦନ୍ତା ହାତୀ ଚଳ ପ୍ରଚଳକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସହର ନିକଟସ୍ଥ କୋରିଆ ଓ ହାଟରୋଡ୍ ଅଞ୍ଚଳରେ ଦନ୍ତାହାତୀ ଉତ୍ପାତ ମଚାଇଛି।

ମିଳିଥିବା ସୂଚନା ମୁତାବକ ଦନ୍ତା ଆକ୍ରମଣରେ କିଛି ଲୋକ ଆହତ ବି ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।