ହାତୀ ଛୁଆର ମୃତଦେହ ପାଖରେ ଜଗି ରହିଛି ମା’ ହାତୀ

ଭଞ୍ଜନଗର: ଭଞ୍ଜନଗର ସ୍ଥିତ ଜଗନ୍ନାଥ ପ୍ରସାଦ ରେଞ୍ଜ ପେଣ୍ଡୁରାବାଲି ଠାରେ  ଥିବା ଏକ ଜଳାଶ୍ରୟରୁ ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ଏହି ହାତୀ ଛୁଆଟି ୨ଘଣ୍ଟା ଧରି ମରି ପଡ଼ିଥିବା ବେଳେ ତା’ ପାଖରେ ମା’ ହାତୀ ଜଗି ରହିଥିଲା। ଏନେଇ ବନ ବିଭାଗ କର୍ତ୍ତୃପକ୍ଷ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀ ଛୁଆକୁ ଉଦ୍ଧାର କରିଥିଲା।

elephent

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 05:20 PM IST

Related story