ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜ ତାଗୋରା ଷ୍ଟେସନ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଧକ୍କାରେ ୬ ବର୍ଷର ମାଈ ହାତୀର ମୃତ୍ୟୁ ଘଟିଛି।  ହାତୀଟି  ରେଳ ଲାଇନ୍‌ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବନବିଭାଗ ଓ ରେଳବାଇ ପୋଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହି ଅଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ପ୍ରାୟ ସମୟରେ ଛତିଶଗଡ଼ ହାତୀମାନଙ୍କର ଯିବା ଆସିବା ଲାଗି ରହିଥାଏ।

elephent

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 10:31 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜ ତାଗୋରା ଷ୍ଟେସନ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଧକ୍କାରେ ୬ ବର୍ଷର ମାଈ ହାତୀର ମୃତ୍ୟୁ ଘଟିଛି।  ହାତୀଟି  ରେଳ ଲାଇନ୍‌ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବନବିଭାଗ ଓ ରେଳବାଇ ପୋଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଏହି ଅଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ପ୍ରାୟ ସମୟରେ ଛତିଶଗଡ଼ ହାତୀମାନଙ୍କର ଯିବା ଆସିବା ଲାଗି ରହିଥାଏ।

Related story