କଟକରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ କାବୁଆ ଜଖମ, ଦେଖନ୍ତୁ ଭିଡିଓ

Ordigital Desk
  • Published: Sunday, 20 May 2018
  • , Updated: 20 May 2018, 10:40 PM IST
<p>କଟକ: କଟକରେ ପୋଲିସ-ଅପରାଧୀ ଛକାପଞ୍ଝା। ଅପରାଧୀକୁ ଧରିବା ପାଇଁ ପୋଲିସ&nbsp; କରିଛି ଏନ୍&zwnj;କାଉଣ୍ଟର। ସଦର ଥାନା ଅଞ୍ଚଳରେ ପୋଲିସ୍&zwnj; ଏନ୍&zwnj;କାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। ଉତ୍ତମଙ୍କ ବାମ ଗୋଡ଼ରେ ବାଜିଛି ଗୁଳି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କୁରୁଣ୍ଟି ଗାଁରେ ପୋଲିକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ &nbsp;ଥିଲା କାବୁଆ। କାବୁଆଠାରୁ &nbsp;ଗୋଟିଏ ବନ୍ଧୁକ, ୨ ଗୁଳି, ଗୋଟିଏ ଖୋକା ଜବତ କରାଯାଇଛି। କାବୁଆ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି।</p>

Related story