ଆଟିଡିସି ନାଁରେ ୫୦ ଲକ୍ଷ ଠକେଇ, ବନ୍ଧା ହେଲା ଅଭିଯୁକ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ଆଟିଡିସି ଅଧିକାରୀ ପରିଚୟ ଦେଇ ଠକେଇ ହୋଇଛି। ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ କହି ଠକିଛନ୍ତି ଲକ୍ଷାଧିକ ଟଙ୍କା। ଏଭଳି କିଛି ଅଭିଯୋଗ ଆସିଛି ପୁରୀରୁ। ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲକୁ ବିକ୍ରି ନେଇ ଏକ ଫେକ୍‌ ଡିଲ୍‌ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ EOW ଅଭିଯୁକ୍ତକୁ ଗିରଫ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଅନିକେଶ ସାହୁ ନାମକ ଜଣେ ବ୍ୟକ୍ତି ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ କହି […]

ITDC

ITDC

Manoranjan Sial
  • Published: Saturday, 23 October 2021
  • Updated: 23 October 2021, 08:51 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଟିଡିସି ଅଧିକାରୀ ପରିଚୟ ଦେଇ ଠକେଇ ହୋଇଛି। ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ କହି ଠକିଛନ୍ତି ଲକ୍ଷାଧିକ ଟଙ୍କା। ଏଭଳି କିଛି ଅଭିଯୋଗ ଆସିଛି ପୁରୀରୁ। ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲକୁ ବିକ୍ରି ନେଇ ଏକ ଫେକ୍‌ ଡିଲ୍‌ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ EOW ଅଭିଯୁକ୍ତକୁ ଗିରଫ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

ଅନିକେଶ ସାହୁ ନାମକ ଜଣେ ବ୍ୟକ୍ତି ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ କହି ଏକ ଫେକ୍‌ ଡିଲ୍‌ କରିଥିଲା। ଏଥିରେ ଓଟିଡିସିର ପୂର୍ବତନ ଠିକା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚନ୍ଦନ ମହାନ୍ତି ସହାୟତା କରିଥିଲା। ଏହି ଦୁଇ ଅଭିଯୁକ୍ତ ପୁରୀର ତପନ ମହାନ୍ତିଙ୍କ ସହ ଏହି ଡିଲ୍‌ କରିଥିଲେ। ନୀଳାଚଳ ଅଶୋକ ହୋଟେଲକୁ ୧୫ କୋଟି ଟଙ୍କାରେ ବିକ୍ରି କରାଯିବ ବୋଲି କହିଥିଲେ ଚନ୍ଦନ ମହାନ୍ତି। ଏଥିପାଇଁ ୩ କୋଟି ଟଙ୍କା ଲାଞ୍ଚ ଦେବାକୁ ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏପରିକି ଅଗ୍ରୀମ ୫୦ ଲକ୍ଷ ଟଙ୍କା ତପନ ମହାନ୍ତିଙ୍କଠୁ ନେଇଥିଲା। ବିଶ୍ୱାସ ବଢ଼ାଇବା ପାଇଁ ୨୦ ଲକ୍ଷ ଟଙ୍କା ଆଇଟିଡିସି ଆକାଉଣ୍ଟକୁ ପଠାଇଥିଲେ। ପରେ ୩୦ ଲକ୍ଷ ଟଙ୍କା ନଗଦ ଆଦାୟ କରିଥିଲେ। ତେବେ ଆଇଟିଡିସିରୁ କୌଣସି ସୂଚନା ନଆସିବାରୁ ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ ତପନ ମହାନ୍ତି। ପୁରୀରେ ଅଣ୍ଡା ଓ ଚିକେନ୍‌ ହୋଲସେଲ୍‌ରେ ବିକ୍ରି କରୁଥିବା ତପନ ମହାନ୍ତି ଠକେଇ ଜାଣିବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ପରେ ସେ ଏବେ ପକ୍ଷାଘାତରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କ ପତ୍ନୀ ଜଣାଇଛନ୍ତି।

ପୂର୍ବରୁ ଚନ୍ଦନ ମହାନ୍ତି ନିଜକୁ ଓଟିଡିସିର ଉଚ୍ଚପଦସ୍ତ ଅଧିକାରୀ କହି ୩ କୋଟି ଟଙ୍କା ଠକିଥିଲେ। ଏହି ମାମଲାରେ ବିଜୟାନନ୍ଦ ବାବା ଓ ଚନ୍ଦନ ଗିରଫ ହୋଇ ଜେଲ୍‌ ଅଛନ୍ତି। ଏବେ ଗିରଫ ହେଲେ ଅନିକେଶ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story