ଭାଇ-ଭଉଣୀ ଯାତ୍ରା ଦେଖୁଥିଲେ; ପଛରୁ ହେଲା କମେଣ୍ଟ ମାଡ଼, ଆଉ ତା’ପରେ...

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା  କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ  ବିଦେଇପୁର ମୁନି ପଡ଼ିଆରେ ଚାଲିଥିବା ଅପେରାରେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଦେଇପୁର ଗାଁର ବୁଦ୍ଧିରାମ ମଲିକଙ୍କ ଦୁଇ ପୁଅ ଓ ତାଙ୍କ ଝିଅ ଅପେରା ଦେଖିବାକୁ ଯାଇଥିଲେ। ଆଉ ସେମାନେ ତାଙ୍କ ସିଟ୍‌ରେ ବସି ଅପେରା ଦେଖୁଥିଲେ। ଏହି ସମୟରେ […]

basudebpur

basudebpur

Jyoshna Pradhan
  • Published: Saturday, 01 February 2020
  • Updated: 01 February 2020, 02:40 PM IST

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା  କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ  ବିଦେଇପୁର ମୁନି ପଡ଼ିଆରେ ଚାଲିଥିବା ଅପେରାରେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଦେଇପୁର ଗାଁର ବୁଦ୍ଧିରାମ ମଲିକଙ୍କ ଦୁଇ ପୁଅ ଓ ତାଙ୍କ ଝିଅ ଅପେରା ଦେଖିବାକୁ ଯାଇଥିଲେ। ଆଉ ସେମାନେ ତାଙ୍କ ସିଟ୍‌ରେ ବସି ଅପେରା ଦେଖୁଥିଲେ। ଏହି ସମୟରେ ସେମାନଙ୍କ ପଛ ସିଟ୍‌ରେ ବସିଥିବା କେତେକ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ। ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏମିତିକି ଅପେରା ହଲ୍‌ରୁ ବାହାରକୁ ଆସି ଉଭୟ ହାତାହାତି ହୋଇଥିଲେ। ପରେ ଅପେରା କମିଟି ଓ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ପୁଲିସ୍‌ ସହିତ କିଛି ଯୁବକଙ୍କ ଧସ୍ତାଧସ୍ତି ହୋଇଥିଲା। ଏଥିରେ କେତେକ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ ମାଡରେ ଭାଇଭଉଣୀ ଆହତ ହୋଇଛନ୍ତି। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story