ଏବେ ଦିନକୁ ୭୦ହଜାର କୋଭିଡ୍ ଟେଷ୍ଟ ହେଉଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ପରିମାଣ ଏବେ ୫୦୦ ତଳକୁ ରହୁଥିଲେ ମଧ୍ୟ ଦୈନିକ ୬୦ରୁ ୭୦ହଜାର ଲୋକଙ୍କ କୋଭିଡ୍ ଟେଷ୍ଟ ହେଉଛି । ଆଗକୁ ପୂଜା ପାର୍ବଣ ଥିବାବେଳେ ଲୋକଙ୍କ ଭିଡ଼ ଜମିଲେ ସଂକ୍ରମଣ ପରିମାଣ ବଢ଼ିବ ବୋଲି ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାର୍ବଣରେ ଭିଡ଼ ଜମିଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଭିଡ଼ […]

Corona

Corona

Ordigital Desk
  • Published: Saturday, 02 October 2021
  • Updated: 02 October 2021, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ପରିମାଣ ଏବେ ୫୦୦ ତଳକୁ ରହୁଥିଲେ ମଧ୍ୟ ଦୈନିକ ୬୦ରୁ ୭୦ହଜାର ଲୋକଙ୍କ କୋଭିଡ୍ ଟେଷ୍ଟ ହେଉଛି । ଆଗକୁ ପୂଜା ପାର୍ବଣ ଥିବାବେଳେ ଲୋକଙ୍କ ଭିଡ଼ ଜମିଲେ ସଂକ୍ରମଣ ପରିମାଣ ବଢ଼ିବ ବୋଲି ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାର୍ବଣରେ ଭିଡ଼ ଜମିଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଭିଡ଼ ଉପରେ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିବ। ପୂର୍ବରୁ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ସପିଂ କରିବାବେଳେ ଭିଡ଼ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ । ଯେଉଁଠି ସଂକ୍ରମଣ ବଢ଼ିବ ସେଠାରେ କଣ୍ଟେନମେଣ୍ଟ ଜୋନ୍ କରାଯିବ । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ହାର କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଏଠାକାର ଲୋକମାନେ ଅଧିକ ସତର୍କ ଓ ସଚେତନ ହେବା ଆବଶ୍ୟକ। ଏବେ ଦୈନିକ ୬୦ରୁ ୭୦ହଜାର କୋଭିଡ୍ ଟେଷ୍ଟ ହେଉଛି, ତାହା ଜାରି ରହିବ । କୋଭିଡ୍ ସଂକ୍ରମଣରେ ଶରୀରର ଇଣ୍ଟରନାଲ ଇନଫେକ୍ସନ୍ ହେଉଛି । ହାର୍ଟ, ଲଙ୍ଗସ, ବ୍ରେନ୍ ଉପରେ ଅଧିକ ପ୍ରଭାବ ପଡ଼ୁଛି । ଯିଏ ଟିକା ନେଇଛି ତା’ଉପରେ କରୋନାର ପ୍ରଭାବ କମ୍ ରହୁଛି । ଯେଉଁମାନେ ଟିକା ନେଉନାହାନ୍ତି ସେମାନଙ୍କର ଅଧିକ କ୍ଷତି ହେଉଛି। ଟିକା ନେଇଥିବା ଲୋକ ଗୁରୁତର ହେବାର ଆଶଙ୍କା କମ୍ ରହିଛି । ତେଣୁ ଅଧିକ ଭିଡ଼ ନକରି ସଜାଗ ରହିଲେ କରୋନାକୁ ରାଜ୍ୟରେ ପ୍ରତିହତ କରାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୪୭୮ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି । ଗତ ସୋମବାର ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୫ ଥିବାବେଳେ ମଙ୍ଗଳବାର ୫୪୫, ବୁଧବାର ୫୬୫, ଗୁରୁବାର ୬୦୨ ଓ ଶୁକ୍ରବାର ୪୭୭ ରହିଥିଲା । ଶନିବାର ଏହି ସଂକ୍ରମିତଙ୍କ ସଂଖ୍ୟା ୪୭୮ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story