ମାନସିକ ଅନଗ୍ରସର ନାବାଳିକାକୁ ଅସଦାଚରଣ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ। ୧୯ ତାରିଖ ଦିନ ୧୦ ବର୍ଷର ନାବାଳିକାଙ୍କୁ ରାଜୁ ମଲ୍ଲିକ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏ ସଂପର୍କରେ ସରପଞ୍ଚ ଓ ଗାଁ ମୁରବୀଙ୍କୁ ଜଣାଇଥିଲେ। କେହି ଏ କଥା ନ ବୁଝିବାରୁ ପରିବାର ଲୋକେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ଘଟଣାର […]

ccc-1-750x430

Tapas Behera
  • Published: Sunday, 22 December 2019
  • , Updated: 22 December 2019, 03:40 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ। ୧୯ ତାରିଖ ଦିନ ୧୦ ବର୍ଷର ନାବାଳିକାଙ୍କୁ ରାଜୁ ମଲ୍ଲିକ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏ ସଂପର୍କରେ ସରପଞ୍ଚ ଓ ଗାଁ ମୁରବୀଙ୍କୁ ଜଣାଇଥିଲେ। କେହି ଏ କଥା ନ ବୁଝିବାରୁ ପରିବାର ଲୋକେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ଘଟଣାର ତଦନ୍ତ କରୁଛି।

Related story