ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ […]

raghu

raghu

Jitendra Garnayak
  • Published: Sunday, 31 March 2019
  • Updated: 31 March 2019, 12:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି।

ବିଜେଡିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ପ୍ରତିକ୍ରିୟାରେ ରଘୁନାଥ କହିଛନ୍ତି,“ମୁଁ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି। ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୁଁ ଆଜି ଏହି ଦଳରୁ ଇସ୍ତଫା ଦେଇଛି।”

ସେ ଆହୁରି କହିଛନ୍ତି,“ଦଳରେ ଆଉ ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ନାହିଁ। ଦଳ ଏବେ ପଥଭ୍ରଷ୍ଟ। ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଦଳର ବରିଷ୍ଠ ନେତାଙ୍କୁ ଏହା ଖୁବ୍ ଆଘାତ ଦେଇଛି। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ଦଳ ପରିଚାଳିତ ହେଉଛି। ତେଣୁ ବାଲେଶ୍ୱରବାସୀଙ୍କ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ମୁଁ ଦଳରୁ ଇସ୍ତଫା ଦେଇଛି।”

ବାଲେଶ୍ୱର ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ ଥିବା ଏହି ପୂର୍ବତନ ମନ୍ତ୍ରୀ କହିଛନ୍ତି।

ବାଲେଶ୍ୱରର ବସ୍ତା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ରଘୁନାଥ ମହାନ୍ତି ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସେ ବିଜେଡି ଛାଡ଼ିବେ ବୋଲି ଆଲୋଚନା ଜୋର ଧରିଥିଲା।

ଗତ ଥର ଟିକେଟ୍ ପାଇନଥିବା ରଘୁନାଥ ଏଥର ପୁଣି ବସ୍ତାରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ତେବେ ଦଳ ପକ୍ଷରୁ ଏନେଇ କୌଣସି ସଙ୍କେତ ନ ମିଳିବା ପରେ ସେ ଦଳ ଛାଡ଼ିଥିବା କୁହାଯାଉଛି। ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏନେଇ ରଘୁନାଥ ମହାନ୍ତି କହିଛନ୍ତି,“କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇ ନାହିଁ। ଏଥର ନିର୍ବାଚନ ଲଢ଼ିବି କି ନାହିଁ, ସେ ନେଇ ବି ମନ ସ୍ଥିର କରି ନାହିଁ। ତେବେ ଏଥିପାଇଁ ଢେର୍ ସମୟ ଅଛି। କାରଣ ବାଲେଶ୍ୱରରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବ। ସେହିପରି ବିଜେଡିରେ କାହାକୁ ଟିକେଟ୍ ଦିଆଯିବ. ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।”

ଏହା ସହିତ ତାଙ୍କ ପରିବାରରୁ କେହି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରଘୁନାଥ ମହାନ୍ତି ବସ୍ତା ଆସନରୁ ୧୯୯୦ରୁ ୨୦୦୯ ଯାଏ ଲଗାତାର ୫ ଥର ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟ୍‌ରେ ଏଠାରୁ ବିଜୟୀ ହୋଇଥିବା ବେଳେ ତା’ପରେ ତିନି ଥର ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ବି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story