ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବ୍ରହ୍ମପୁରରୁ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୧୨ ତାରିଖରୁ ନିଖୋଜ ଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଆଜି ବ୍ରହ୍ମପୁରରୁ ଉଦ୍ଧାର କରିଛି କମିଶନରେଟ୍ ପୁଲିସ୍‌। ସେ ତାମିଲନାଡୁର ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରର କ୍ୟାପିଟାଲ୍ ଥାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମେ’ ୧୨ ତାରିଖ ସକାଳ ସାଢ଼େ ଆଠଟା ବେଳେ ଶ୍ରୀ ପାଢ଼ି ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ତାଙ୍କ ଘରୁ […]

Saroj Padhi

Saroj Padhi

Jitendra Garnayak
  • Published: Tuesday, 17 May 2022
  • Updated: 17 May 2022, 10:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୧୨ ତାରିଖରୁ ନିଖୋଜ ଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଆଜି ବ୍ରହ୍ମପୁରରୁ ଉଦ୍ଧାର କରିଛି କମିଶନରେଟ୍ ପୁଲିସ୍‌। ସେ ତାମିଲନାଡୁର ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରର କ୍ୟାପିଟାଲ୍ ଥାନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମେ’ ୧୨ ତାରିଖ ସକାଳ ସାଢ଼େ ଆଠଟା ବେଳେ ଶ୍ରୀ ପାଢ଼ି ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ତାଙ୍କ ଘରୁ ବାହାରି ଯାଇଥିଲେ। ତା’ପରେ ସେ ଫେରି ନଥିଲେ। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଦେଖାଇଥିଲା। ତେଣୁ ତାଙ୍କ ପୁଅ ସଂଗୀତ ପାଢ଼ୀ କ୍ୟାପିଟାଲ୍ ଥାନାରେ ସେ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ତାଙ୍କ ପୁଅ ତଥା ପରିବାର ଲୋକେ ସନ୍ଦେହ କରିଥିଲେ।

ପୁଲିସ୍ ଶ୍ରୀ ପାଢ଼ିଙ୍କୁ ଖୋଜାଖୋଜି କରୁଥିବା ବେଳେ ନିଖୋଜ ହେବାର ଦୁଇ ଦିନ ପରେ ଏକ ଅଜଣା ନମ୍ବରରୁ ସେ ଘର ଲୋକଙ୍କୁ ଫୋନ୍ କରିଥିଲେ ଓ ରାମେଶ୍ୱରମରେ ଥିବା କଥା କହିଥିଲେ। ଏହା ସହିତ ବ୍ୟସ୍ତ ନ ହେବାକୁ ବା ତାଙ୍କୁ ଖୋଜାଖୋଜି ନ କରିବାକୁ କହିଥିଲେ। ଦୁଇ ଦିନ ଭିତରେ ସେ ଫେରି ଆସିବେ ବୋଲି କହିଥିଲେ। ତା’ପରଠୁ ସେହି ନମ୍ବରରେ ଫୋନ୍ ଲାଗି ନଥିଲା। ସେହିଭଳି ଦୁଇ ଦିନ ପରେ ଶ୍ରୀ ପାଢ଼ି ମଧ୍ୟ ଫେରି ନଥିଲେ। ତେଣୁ ପୁଲିସ୍‌ର ଚିନ୍ତା ବଢ଼ିଯାଇଥିଲା। ପୁଲିସ୍ ପୁଣି ଖୋଳତାଡ଼ ଆରମ୍ଭ କରିଥିଲା।

ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ଯେଉଁ ଅଜଣା ନମ୍ବରରୁ ଶ୍ରୀ ପାଢ଼ୀ ଫୋନ୍ କରିଥିଲେ, ତାହା ରାମେଶ୍ୱରମରୁ ହିଁ ଆସିଥିଲା। ତା’ସହିତ ସେ ଭୁବନେଶ୍ୱର ଷ୍ଟେସନରୁ ଟିକେଟ୍ କରି ଟ୍ରେନ୍ ଯୋଗେ ରାମେଶ୍ୱରମ ଯାଇଥିବା ପୁଲିସ୍ ଜାଣିବାକୁ ପାଇଲା। ତେବେ ଶେଷରେ ଶ୍ରୀ ପାଢ଼ି ଆଜି ବ୍ରହ୍ମପୁର ଫେରିବା ପରେ ପୁଲିସ୍ ତାଙ୍କୁ ଭୁବନେଶ୍ୱର ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଘରକୁ ଫେରିବା ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ସେ ନିଖୋଜ ନଥିଲେ, ବରଂ ମାନସିକ ପୂରଣଲାଗି ରାମେଶ୍ୱରମ ଯାଇଥିଲେ। ବ୍ରହ୍ମପରୁରୁ ରାମେଶ୍ୱରମ ଯିବା ବେଳେ ତାଙ୍କ ମୋବାଇଲ ହଜିଯାଇଥିଲା। ଫଳରେ ସେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇପାରି ନଥିଲେ। ତେବେ ପରବର୍ତ୍ତୀ ସମୟରେ ଯୋଗାଯୋଗ ହେବା ସେ ତୁରନ୍ତ ଫେରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story