୨୯ରେ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ପରୀକ୍ଷା

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ନେଭମ୍ବର ୨୯ରେ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡ଼ କେମ୍ବ୍ରିଜ ସ୍କୁଲରେ ଏହି ପରୀକ୍ଷା ହେବ । ଯୋଗ୍ୟ ପ୍ରାର୍ଥୀଙ୍କ ଆଡମିଟ କାର୍ଡ ସେମାନଙ୍କ ନିକଟକୁ ପଠାଇ ଦିଆଯାଇଛି । ପ୍ରାର୍ଥମାନେ  www.orissahighcourt.nic.in ରେ ଲଗ୍ ଇନ୍ କରି ପରୀକ୍ଷା ସମୟ ଓ ଅନ୍ୟ ବିସ୍ତୃତ ବିବରଣୀ ଜାଣିପାରିବେ ।

Orissa High Court

Jitendra Garnayak
  • Published: Saturday, 21 November 2020
  • , Updated: 21 November 2020, 01:04 PM IST

Related story