ଏକ୍ସଲେନ୍ସି ଆଣ୍ଡ ଇନୋଭେଟିବ୍ ଇନ୍ ଗଭର୍ଣ୍ଣାସ ଆଣ୍ଡ ପବ୍ଲିକ ସର୍ଭିସ୍ ଡେଲିଭେରି ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ୍ସଲେନ୍ସି ଆଣ୍ଡ ଇନୋଭେଟିବ୍ ଇନ୍ ଗଭର୍ଣ୍ଣାସ ଆଣ୍ଡ ପବ୍ଲିକ ସର୍ଭିସ୍ ଡେଲିଭେରି ୨୦୧୩-୧୪ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ବୁଧବାର ସଚିବାଳୟଠାର ୯ଜଣ ରାଜ୍ୟ ସରକାରୀ କର୍ମଜାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଥିଲେ। ମୟୂରଭଞ୍ଜର ଡେପୁଟି ଡାଇରେକ୍ଟର ଧରଣୀଧର ପାତ୍ରଙ୍କୁ ବ୍ୟକ୍ତିଗତ ଭାବେ ଓ ଓ ଅନ୍ୟ ୮ଟି ଗ୍ରୁପକୁ ପୁରସ୍କାର ପ୍ରଦାନ କରାଯାଇଛି।

NaveenPatnaik

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 04:19 AM IST

Related story