ରି-ପବ୍ଲିକ୍ ଏବଂ ସି-ଭୋଟରର ବାହୁଡ଼ା ମତ: ଓଡ଼ିଶାରେ ବିଜେଡିକୁ ଝଟକା

Exit poll set back for bjd in odisha

navin-1

Tapas Behera
  • Published: Sunday, 19 May 2019
  • , Updated: 19 May 2019, 07:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ବିଜେଡିକୁ ବଡ଼ ଘାଟା। ରିପବ୍ଲିକ୍ ସି-ଭୋଟର ଏକ୍‌ଜିଟ୍ ପୋଲ ସର୍ଭେ ଅନୁସାରେ ବିଜେଡି  ଗତଥର ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା ରହିଛି । ରିପବ୍ଲିକ୍ ସି-ଭୋଟରର ଆକଳନ ଅନୁଯାୟୀ, ବିଜେପି ବୃହତ ସଫଳତା ହାସଲ କରିବ ।

ଦଳ ୧୦ଟି ଲୋକସଭା ଆସନରେ ଜିତିବା ପୂର୍ବାନୁମାନ କରାଯାଇଛି। ତେବେ କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡିବ। ୨୦୧୪ ଭଳି ଏଥର ମଧ୍ୟ ଦଳ ରାଜ୍ୟରେ ଖାତା ଖୋଲିପାରିବ ନାହିଁ ବୋଲି ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଜିଟ୍ ପୋଲ ଆକଳନରୁ ସ୍ପଷ୍ଟ ହେଉଛି।

Related story