ମାର୍କେଟ କମ୍ପ୍ଲେକ୍ସରେ ବିସ୍ଫୋରଣ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ-ବାଇପାସ୍‌ ନିକଟସ୍ଥ ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ହୋଇଛି। କମ୍ପ୍ଲେକ୍ସର ୩ଟି ରୁମ୍‌ରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୩୦ ଟନର ବ୍ଲିଚିଂ ପାଉଡର ମହଜୁଦ ଥିଲା। ବିସ୍ଫୋରଣରେ ୩ଟିଯାକ ରୁମ୍‌ରେ ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ତେବେ କେମିତି ହେଲା ବିସ୍ଫୋରଣ, ତାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ […]

7777777779999999999

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 01:02 PM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ-ବାଇପାସ୍‌ ନିକଟସ୍ଥ ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ହୋଇଛି। କମ୍ପ୍ଲେକ୍ସର ୩ଟି ରୁମ୍‌ରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୩୦ ଟନର ବ୍ଲିଚିଂ ପାଉଡର ମହଜୁଦ ଥିଲା।
ବିସ୍ଫୋରଣରେ ୩ଟିଯାକ ରୁମ୍‌ରେ ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।


ତେବେ କେମିତି ହେଲା ବିସ୍ଫୋରଣ, ତାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।

Related story