ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ୩ଟି ଗାଈ ଜୀବନ୍ତ ଦଗ୍ଧ

ପୁରୀ:ପୁରୀ ଜିଲ୍ଲା ବ୍ରହ୍ମପୁର ଡାହାଣୀ ଗଡ଼ିଆରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୬ ବଖରା ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁଁ କିଛି ସମୟ ପରେ ନିଆଁକୁ ଆୟତ କରାଯାଇପାରିଥିଲା। ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ଡେରିରେ ପହଞ୍ଚିବାରୁ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା।

fair

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 01:51 PM IST

Related story