ଜାଲ୍ ସାର୍ଟିଫିକେଟ୍ ମାମଲା: ଖୁଣ୍ଟାର ପୂର୍ବତନ ଏବିଇଓ ଗିରଫ

ଉଦଳା: ଜାଲ୍ ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି ହାତେଇ ଥିବା ଅଭିଯୋଗରେ ଆଜି ଖୁଣ୍ଟା ବ୍ଲକର ପୂର୍ବତନ ସହକାରୀ ଶିକ୍ଷା ଅଧିକାରୀ ଭଗବାନ ମହାପାତ୍ରଙ୍କୁ ପୋଲିସ୍ ଗିରଫ କରିଛି। ସେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରି ଥିବା ନେଇ ଗତ ମାର୍ଚ୍ଚ ୧୦ ତାରିଖରେ ଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀ ଦିପ୍ତୀ ନାୟକ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଭଗବାନ ମହାପାତ୍ର ଫେରାର ହୋଇଯାଇଥିଲେ। ୫ ମାସ ଧରି ସେ ଫେରାର […]

fake-certificate

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 08:43 PM IST

ଉଦଳା: ଜାଲ୍ ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି ହାତେଇ ଥିବା ଅଭିଯୋଗରେ ଆଜି ଖୁଣ୍ଟା ବ୍ଲକର ପୂର୍ବତନ ସହକାରୀ ଶିକ୍ଷା ଅଧିକାରୀ ଭଗବାନ ମହାପାତ୍ରଙ୍କୁ ପୋଲିସ୍ ଗିରଫ କରିଛି।

ସେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରି ଥିବା ନେଇ ଗତ ମାର୍ଚ୍ଚ ୧୦ ତାରିଖରେ ଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀ ଦିପ୍ତୀ ନାୟକ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଭଗବାନ ମହାପାତ୍ର ଫେରାର ହୋଇଯାଇଥିଲେ। ୫ ମାସ ଧରି ସେ ଫେରାର ଥିବା ବେଳେ ଆଜି ଖୁଣ୍ଟା ପୋଲିସ୍ ଅଚାନକ ତାଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା ଓ ତାଙ୍କୁ ଗିରଫ କରିଥିଲା।

Related story