ନକଲି ପୋଲିସ୍‌ ଅଫିସର ଗିରଫ ମାମଲା: ଅନ୍ୟତମ ସହଯୋଗୀ ଗିରଫ

ଭୁବନେଶ୍ୱର: ନିଜକୁ ପୋଲିସ୍‌ ଅଫିସର ଓ ଗୁଇନ୍ଦା ବିଭାଗର ଅଧିକାରୀ ବୋଲି କହି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନ୍ୟତମ ଅଭିଯୁକ୍ତ ବିଜୟାନନ୍ଦ ଲାକ୍ରାକୁ ଆଜି ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ୍‌ ଗିରଫ କରିଛି। ଗତ ମଙ୍ଗଳବାର ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ପ୍ରିୟରଞ୍ଜନ ବରାଳ ଗିରଫ ହୋଇଥିଲା। ପୂର୍ବରୁ ସେ ଏପରି ଲୋକଙ୍କୁ ଠକି ଖଣ୍ଡଗିରି ପୋଲିସ୍‌ ଦ୍ୱାରା ଗିରଫ ହୋଇଥିଲା। ଜେଲରୁ ମୁକୁଳିବା ପରେ ପୁଣି ଥରେ ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଥିଲା।

bejay-lakra

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 09:57 PM IST

ଭୁବନେଶ୍ୱର: ନିଜକୁ ପୋଲିସ୍‌ ଅଫିସର ଓ ଗୁଇନ୍ଦା ବିଭାଗର ଅଧିକାରୀ ବୋଲି କହି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନ୍ୟତମ ଅଭିଯୁକ୍ତ ବିଜୟାନନ୍ଦ ଲାକ୍ରାକୁ ଆଜି ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ୍‌ ଗିରଫ କରିଛି।

ଗତ ମଙ୍ଗଳବାର ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ପ୍ରିୟରଞ୍ଜନ ବରାଳ ଗିରଫ ହୋଇଥିଲା। ପୂର୍ବରୁ ସେ ଏପରି ଲୋକଙ୍କୁ ଠକି ଖଣ୍ଡଗିରି ପୋଲିସ୍‌ ଦ୍ୱାରା ଗିରଫ ହୋଇଥିଲା। ଜେଲରୁ ମୁକୁଳିବା ପରେ ପୁଣି ଥରେ ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଥିଲା।

Related story