ରାଜଧାନୀରେ ନକଲି ଜର୍ଦ୍ଦା କମ୍ପାନୀ ଠାବ; ୩ ଗିରଫ

Ordigital Desk
  • Published: Saturday, 20 January 2018
  • , Updated: 20 January 2018, 08:59 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ନକଲି ଜର୍ଦ୍ଦା କମ୍ପାନୀ ଠାବ କରାଯାଇଛି। ଝାରପଡ଼ାର ମହାଦେବନଗରରେ ଚଢାଉ କରି ଏକ ବଡ଼ ନକଲି ଜର୍ଦ୍ଦା କାରଖାନା ଠାବ କରିଛି ସ୍ପେଶାଲ ସ୍କ୍ୱାଡ୍।&nbsp; ସେଠାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ମାଲିକ ଓ ତାଙ୍କ ୨ପୁଅକୁ ଗିରଫ କରାଯାଇଛି।</p> <p>ଏହି ନକଲି ଜର୍ଦ୍ଦା କମ୍ପାନୀରୁ ବିଭିନ୍ନ ନାମୀ ବ୍ରାଣ୍ଡ ଲେବଲ୍ ଲଗାଇ ମାର୍କେଟକୁ ଜର୍ଦ୍ଦା ଛଡ଼ା ଯାଉଥିବା ବୋଲି ଜଣାପଡ଼ିଛି।</p>

Related story