ମାଓବାଦୀଙ୍କ ମୃତଦେହ ନେବାକୁ ପହଞ୍ଚିଲେ ପରିବାର ଲୋକେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ମାଓ ବିରୋଧୀ ଅପରେସନରେ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ମୃତଦେହ ନେବାକୁ ପରିବାର ଲୋକେ ପହଞ୍ଚିଛନ୍ତି। ଆଜି ବଲାଙ୍ଗିର ପୋଲିସ ଦୁଇ ମାଓବାଦଙ୍କ ମଧ୍ୟରୁ ଜଣକର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ସୂଚନାଯୋଗ୍ୟ, ୪ ଦିନ ତଳେ ବଲାଙ୍ଗିରରେ ମାଓ ବିରୋଧୀ ଅପରେସନର  ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇ ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ ସରି ମୃତଦେହ ପଡ଼ିରହିଥିଲେ ବି ଏହାକୁ ନେବାକୁ କୌଣସି ଦାବିଦାର ଆ।ସି ନଥିଲେ।

mao

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 02:06 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ମାଓ ବିରୋଧୀ ଅପରେସନରେ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ମୃତଦେହ ନେବାକୁ ପରିବାର ଲୋକେ ପହଞ୍ଚିଛନ୍ତି। ଆଜି ବଲାଙ୍ଗିର ପୋଲିସ ଦୁଇ ମାଓବାଦଙ୍କ ମଧ୍ୟରୁ ଜଣକର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ।

ସୂଚନାଯୋଗ୍ୟ, ୪ ଦିନ ତଳେ ବଲାଙ୍ଗିରରେ ମାଓ ବିରୋଧୀ ଅପରେସନର  ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇ ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ ସରି ମୃତଦେହ ପଡ଼ିରହିଥିଲେ ବି ଏହାକୁ ନେବାକୁ କୌଣସି ଦାବିଦାର ଆ।ସି ନଥିଲେ।

Related story