ଫ୍ୟାନ୍ସି ନମ୍ୱର ପାଇଁ ଅନଲାଇନରେ ହେବ ଅକ୍ସନ୍: ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ

ଭୁବନେଶ୍ୱର: ଫ୍ୟାନ୍ସି ନମ୍ୱର ପାଇଁ ଅନଲାଇନରେ ହେବ ଅକ୍ସନ୍। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର୍ ଭେଇକିଲ୍ ରୁଲ୍-୧୯୯୩ର ଧାରା ୧୪ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ନୋଟିଫିକେସନ୍ ଜାରି ହୋଇଛି। ଏହି କ୍ରମରେ ୪ଟି ବିଭାଗରେ ମନପସନ୍ଦର ଫ୍ୟାନସି ନମ୍ୱର ଲାଗି ଅନଲାଇନରେ ଅକ୍ସନ ହେବ। ପ୍ରଥମ କାଟାଗୋରୀ ଲାଗି ବେସ୍ ପ୍ରାଇସ୍ ଏକଲକ୍ଷ ଟଙ୍କା,ଦ୍ୱିତୀୟ କାଟାଗୋରି ପାଇଁ ୬୦ ହଜାର ଟଙ୍କା,ତୃତୀୟ ପାଇଁ ୪୦ ହଜାର ଓ ଚତୁର୍ଥ କାଟାଗୋରି ଲାଗି ବେସ୍ […]

ramesh majhi

ramesh majhi

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 02:27 AM IST

Sports

Latest News

ramesh majhiଭୁବନେଶ୍ୱର: ଫ୍ୟାନ୍ସି ନମ୍ୱର ପାଇଁ ଅନଲାଇନରେ ହେବ ଅକ୍ସନ୍। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର୍ ଭେଇକିଲ୍ ରୁଲ୍-୧୯୯୩ର ଧାରା ୧୪ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ନୋଟିଫିକେସନ୍ ଜାରି ହୋଇଛି। ଏହି କ୍ରମରେ ୪ଟି ବିଭାଗରେ ମନପସନ୍ଦର ଫ୍ୟାନସି ନମ୍ୱର ଲାଗି ଅନଲାଇନରେ ଅକ୍ସନ ହେବ। ପ୍ରଥମ କାଟାଗୋରୀ ଲାଗି ବେସ୍ ପ୍ରାଇସ୍ ଏକଲକ୍ଷ ଟଙ୍କା,ଦ୍ୱିତୀୟ କାଟାଗୋରି ପାଇଁ ୬୦ ହଜାର ଟଙ୍କା,ତୃତୀୟ ପାଇଁ ୪୦ ହଜାର ଓ ଚତୁର୍ଥ କାଟାଗୋରି ଲାଗି ବେସ୍ ପ୍ରାଇସ ୧୦ରୁ ୨୦ହଜାର ଟଙ୍କା ରଖାଯାଇଛି। ଏହାଦ୍ୱାରା ଅଧିକ ରାଜସ୍ୱ ମିଳିବା ସହ ନିରପେକ୍ଷ ଭାବେ ଫ୍ୟାନସି ନମ୍ୱର ମିଳିପାରିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କହିଛନ୍ତି ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story