‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍ ବଦଳା ଯାଇପାରିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍‌ ବଦଳରେ ଲୋକେ ଭଲ ନୋଟ୍‌ ପାଇ ପାରିବେ। ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ଏହି ବିଜ୍ଞପ୍ତି ଅନୁସାରେ, ଓଦା ନୋଟ୍‌କୁ ଶୁଖାଇ ବ୍ୟାଙ୍କରେ ବଦଳା ଯାଇପାରିବ। ତେବେ ମଇଳା, ଚିରା, ଫଟା, ଖଣ୍ଡଖଣ୍ଡ ହୋଇଯାଇଥିବା, ଗୁଣ୍ଡ ହୋଇଯାଇଥିବା, ପୋଡ଼ିଯାଇଥିବା ଓ ଅଠା ହୋଇ ଲାଗିଯାଇଥିବା ନୋଟ୍‌ ଗୁଡ଼ିକୁ ବଦଳାଇବା ପାଇଁ ଆସୁଥିବା ଜନସାଧାରଣଙ୍କୁ ସଠିକ୍‌ ମାର୍ଗଦର୍ଶନ […]

rbi

rbi

Jitendra Garnayak
  • Published: Wednesday, 08 May 2019
  • Updated: 08 May 2019, 07:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍‌ ବଦଳରେ ଲୋକେ ଭଲ ନୋଟ୍‌ ପାଇ ପାରିବେ। ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)।

ଏହି ବିଜ୍ଞପ୍ତି ଅନୁସାରେ, ଓଦା ନୋଟ୍‌କୁ ଶୁଖାଇ ବ୍ୟାଙ୍କରେ ବଦଳା ଯାଇପାରିବ। ତେବେ ମଇଳା, ଚିରା, ଫଟା, ଖଣ୍ଡଖଣ୍ଡ ହୋଇଯାଇଥିବା, ଗୁଣ୍ଡ ହୋଇଯାଇଥିବା, ପୋଡ଼ିଯାଇଥିବା ଓ ଅଠା ହୋଇ ଲାଗିଯାଇଥିବା ନୋଟ୍‌ ଗୁଡ଼ିକୁ ବଦଳାଇବା ପାଇଁ ଆସୁଥିବା ଜନସାଧାରଣଙ୍କୁ ସଠିକ୍‌ ମାର୍ଗଦର୍ଶନ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି।

ମଳିନ ପଡ଼ି ଯାଇଥିବା ନୋଟ୍‌ ସମେତ କଟା, ଫଟା ଓ ତ୍ରୁଟି ଯୁକ୍ତ ନୋଟ୍‌ ଯେକୌଣସି ବ୍ୟାଙ୍କର ଶାଖାରେ ବଦଳା ଯାଇପାରିବ। ତେବେ ଯେଉଁ ନୋଟ୍‌ ଗୁଡ଼ିକ ଅତିମାତ୍ରାରେ ନଷ୍ଟ ହୋଇଯାଇଛି, ସେଗୁଡ଼ିକୁ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଜମା କରାଯାଇପାରିବ।

ଏହାବାଦ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର କର୍ମଚାରୀଙ୍କୁ ଗୋଟିଏ ବା ଅଧିକ ଦିନର ଦରମା ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story