ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବଗଂତ ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ସକ୍ରିୟ ଥିବା ଶ୍ରୀଦେବୀଙ୍କ ଅଭିନୟ ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ।
The cinematic journey of Sridevi is an inspiring story that will be loved by her fans & general public. The book is an outcome of one & a half years of research, says #Odisha-born bestselling author, @SatyarthNayak on his book from Penguin, 'SRIDEVI -The Eternal Screen Goddess' pic.twitter.com/fXTalPZuAV
— OTV (@otvnews) December 2, 2019
ଉନ୍ମୋଚନ ଉତ୍ସବରେ ଶ୍ରୀଦେବଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପ୍ରମୁଖ ଯୋଗ ଦେଇଥିଲେ। ସେପଟେ ସତ୍ୟାର୍ଥଙ୍କ ଏହି ଉଦ୍ୟମ ତଥା ଶ୍ରୀଦେବୀଙ୍କ ଉପରେ ବିଶେଷ ଆଲୋକପାତ କରିଥିବାରୁ ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ପକ୍ଷରୁ ଭୁରି ଭୁରି ପ୍ରଶଂସା ମିଳିଛି।
Fantastic event last evening at @TimesLitFestDel as @deepikapadukone launched the SRIDEVI book along with Gauri and Boney Kapoor @PenguinIndia @mileeashwarya @film_worm @vickkyidnaani @TOI_Books pic.twitter.com/2w3BMSAJzf
— Satyarth Nayak (@SatyarthNayak) December 2, 2019