ଧାନ ଉଠାଣ ଦାବିରେ ରାସ୍ତା ଅବରୋଧ କଲେ ଚାଷୀ

Ordigital Desk
  • Published: Friday, 17 November 2017
  • , Updated: 17 November 2017, 05:31 PM IST
<p>କଳାହାଣ୍ଡି (ଓଡ଼ିଶା ରିପୋର୍ଟର): ଧାନ ଉଠାଣ ଦାବିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପେକ୍ସ ଅଧୀନରେ ଥିବା ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଚାଷୀମାନେ ରାସ୍ତା ପରେ ଧାନବସ୍ତା ରଖି ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡି ଅଟକି ରହିଛି।</p> <p>ଅଞ୍ଚଳରେ ରୋକ ପୋକ ଲାଗିଥିବାରୁ ଧାନର ମାନକୁ କୋହଳ କରି ତୁରନ୍ତ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି।</p>

Related story