ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ପୁରଣାବହିରା ଗ୍ରାମରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ପଦୁ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳ ୫ଟାରେ  ପଦୁ ନିଜ ଖଳାରେ ଟ୍ରାକ୍ଟରରେ ଧାନ ମଡ଼ାଉଥିଲେ । ଉକ୍ତ ସମୟରେ ଅସାବଧାନତାବଶତଃ ସେ ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ୍‌ ପହଞ୍ଚି ଅଧିକ […]

deadbody

deadbody

Niharika Rout
  • Published: Tuesday, 15 December 2020
  • Updated: 15 December 2020, 09:14 AM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ପୁରଣାବହିରା ଗ୍ରାମରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ପଦୁ ସାହୁ।

ସୂଚନା ଅନୁଯାୟୀ, ଆଜି ସକାଳ ୫ଟାରେ  ପଦୁ ନିଜ ଖଳାରେ ଟ୍ରାକ୍ଟରରେ ଧାନ ମଡ଼ାଉଥିଲେ । ଉକ୍ତ ସମୟରେ ଅସାବଧାନତାବଶତଃ ସେ ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos