ମିଲରଙ୍କଠାରେ ବନ୍ଧା ପଡ଼ିଛି ଚାଷୀଙ୍କ ବର୍ଷକର ଅର୍ଥ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ମିଲରଙ୍କ ଠାରେ ବନ୍ଧା ପଡ଼ିଛି ଚାଷୀର ବର୍ଷକର ଧାନ ଫସଲର ମୂଲ୍ୟ। ଏନେଇ  ତହସିଲଦାର, ପୁଲିସ୍‌ ଓ ବ୍ଲକ୍‌ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ  ଗତକାଲି ଜିଲ୍ଲାପାଳଙ୍କଠାରେ ଗୁହାରି କରିବାକୁ ଆସିଥିଲେ  ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ୍‌ ଠୁରୁବୁରାଇ ଗାଁର ଚାଷୀ। ଗାଁର ୪୦ରୁ ଅଧିକ ଚାଷୀ ଲକ୍ଷ୍ମୀ ନୃସିଂହ ରାଇସ୍‌ ମିଲ୍‌କୁ ୧୩ ଲକ୍ଷ ଟଙ୍କାର ଧାନ ବିକ୍ରି କରିଥିଲେ। ଏହା ମଧ୍ୟରେ ୧୩ ମାସ ବିତି ଯାଇଥିଲେ […]

berhmpr-456

berhmpr-456

Jyoshna Pradhan
  • Published: Friday, 01 February 2019
  • Updated: 01 February 2019, 11:33 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ମିଲରଙ୍କ ଠାରେ ବନ୍ଧା ପଡ଼ିଛି ଚାଷୀର ବର୍ଷକର ଧାନ ଫସଲର ମୂଲ୍ୟ। ଏନେଇ  ତହସିଲଦାର, ପୁଲିସ୍‌ ଓ ବ୍ଲକ୍‌ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ  ଗତକାଲି ଜିଲ୍ଲାପାଳଙ୍କଠାରେ ଗୁହାରି କରିବାକୁ ଆସିଥିଲେ  ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ୍‌ ଠୁରୁବୁରାଇ ଗାଁର ଚାଷୀ।

ଗାଁର ୪୦ରୁ ଅଧିକ ଚାଷୀ ଲକ୍ଷ୍ମୀ ନୃସିଂହ ରାଇସ୍‌ ମିଲ୍‌କୁ ୧୩ ଲକ୍ଷ ଟଙ୍କାର ଧାନ ବିକ୍ରି କରିଥିଲେ। ଏହା ମଧ୍ୟରେ ୧୩ ମାସ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ଟଙ୍କା ମିଳି ନଥିବା ଅଭିଯୋଗ କରିଛନ୍ତି।

ଏନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ କୋବିନ୍ଦ କୁମାର ସାହୁଙ୍କୁ ଭେଟିଥିଲେ।

ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଡାକି ମିଲର କିଭଳି ଏତେ ଟଙ୍କାର ଧାନ ନେଲା ତାହାର ତଦନ୍ତ କରିବା ସହ କିଭଳି ଚାଷୀଙ୍କୁ ସେମାନଙ୍କ ଅର୍ଥ ମିଳିବ ସେନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story