ଏପରି ନୃଶଂସ ବାପା, ବିନା କାରଣରେ ଝିଅକୁ ପିଟି ଚାଲିଲା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଲାଡ଼ି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତାଙ୍କ ୮ ବର୍ଷର ଝିଅକୁ ମାଡ଼ ମାରି ଲହୁଲୁହାଣ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବାପାର ନାଁ ରମେଶ ଚନ୍ଦ୍ର ମୁର୍ମୁ। ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ ରମେଶ ଗାଁ ପାଖ ହାଟକୁ ଯାଇଥିଲେ। ଆଉ ରାତିରେ ନିଶାସକ୍ତ ଅବସ୍ଥାରେ ହାଟରୁ ଫେରି ତାଙ୍କ ପଡ଼ୋଶୀଙ୍କ ସହ […]

police

police

Jyoshna Pradhan
  • Published: Thursday, 30 January 2020
  • Updated: 30 January 2020, 11:29 AM IST

Sports

Latest News

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଲାଡ଼ି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତାଙ୍କ ୮ ବର୍ଷର ଝିଅକୁ ମାଡ଼ ମାରି ଲହୁଲୁହାଣ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବାପାର ନାଁ ରମେଶ ଚନ୍ଦ୍ର ମୁର୍ମୁ।

ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ ରମେଶ ଗାଁ ପାଖ ହାଟକୁ ଯାଇଥିଲେ। ଆଉ ରାତିରେ ନିଶାସକ୍ତ ଅବସ୍ଥାରେ ହାଟରୁ ଫେରି ତାଙ୍କ ପଡ଼ୋଶୀଙ୍କ ସହ ଝଗଡ଼ା କରିଥିଲେ। ଏହି ସମୟରେ ତାଙ୍କ ୮ ବର୍ଷର ଝିଅ ସେଠାକୁ ଆସିବାରୁ ଏକ ବାଡ଼ିରେ ଅତି ଅମାନବୀୟ ଭାବେ ଝିଅକୁ ମାଡ଼ ମାରିଥିଲେ। ଝିଅର ମୁହଁ ଏବଂ ମୁଣ୍ଡରେ ମାଡ଼ ମାରିବା ସହ ଛାତିରେ ଠିଆ ହୋଇଯାଇଥିଲେ। ସେବତୀକୁ ଲହୁଲୁହାଣ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଏହି ଘଟଣା ପରେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ରମେଶ। ଗାଁ ଲୋକେ ରମେଶର ହାତ ଗୋଡ଼ ବାନ୍ଧି ଦେଇ ଗାଁ ରାସ୍ତାରେ ପକାଇ ଦେଇଥିଲେ। ଖବର ପାଇ  କୁଣ୍ଡାବାଇ ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ୍‌ ରମେଶଙ୍କୁ ଫାଣ୍ଡିରେ  ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story