ବର୍ଦ୍ଧିତ ଫି’ ହ୍ରାସ ଦାବିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା

କଟକ: ବର୍ଦ୍ଧିତ ଫି’ ହ୍ରାସ ଦାବିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ଆଡ୍‌ମିନଷ୍ଟ୍ରେଟିଭ୍‌ ବ୍ଲକ ସାମ୍ନାରେ ଧାରଣାରେ ବସିଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଆନ୍ଦୋଳନକୁ ନେଇ ପୋଲିସ୍ ଓ ଛାତ୍ର ସଂଗଠନ ମୁହାଁମୁହିଁ ହୋଇଥିଲେ। ରେଭେନ୍ସାର କିଛି ଅଧିକାରୀଙ୍କୁ ଛାତ୍ରମାନେ ଅଟକ ରଖିଥିଲେ। ଏହି ଘଟଣାକୁ ନେଇ ପୋଲିସ୍ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

revansha

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 12:08 PM IST

Related story