‘ଆମେ କ’ଣ ହାତୀକୁ ଟେକି ନେବୁ’

ଯାଜପୁର(ଅଭୟ ପତି): “ନିଜେ ଘଟଣାସ୍ଥଳକୁ ଆସି ଲୋକଙ୍କୁ ସାମ୍ନା କର। ହାତୀ ଘଉଡ଼ାଇବାକୁ ଟିମ୍‌ ଯାଉଛି ଯାଉଛି କହି ଦିନ ଗଡ଼ାଉଛ। ଏପଟେ ଲୋକଙ୍କୁ ବୁଝାଇବାକୁ ଆମକୁ ନାକେଦମ ହେବାକୁ ପଡ଼ୁଛି। ଆମେ କ’ଣ ଏକ୍ସପର୍ଟ ହୋଇଛୁ ଯେ ହାତୀକୁ ଟେକି ନେବୁ?  ଆଜି ସୁଦ୍ଧା ହାତୀକୁ ଧରି ନ ପାରିଲେ ନିଜେ ଆସି ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୁଅ।” ଯାଜପୁର ଦାନଗଦିରେ ଦନ୍ତା ଉପଦ୍ରବକୁ ନେଇ ଲୋକେ ତାତିଥିବା ବେଳେ ଜଣେ ପୁଲିସବାବୁଙ୍କ ଏପରି କଥାରୁ […]

hati

hati

Niharika Rout
  • Published: Monday, 27 January 2020
  • Updated: 27 January 2020, 03:17 PM IST

ଯାଜପୁର(ଅଭୟ ପତି): “ନିଜେ ଘଟଣାସ୍ଥଳକୁ ଆସି ଲୋକଙ୍କୁ ସାମ୍ନା କର। ହାତୀ ଘଉଡ଼ାଇବାକୁ ଟିମ୍‌ ଯାଉଛି ଯାଉଛି କହି ଦିନ ଗଡ଼ାଉଛ। ଏପଟେ ଲୋକଙ୍କୁ ବୁଝାଇବାକୁ ଆମକୁ ନାକେଦମ ହେବାକୁ ପଡ଼ୁଛି। ଆମେ କ’ଣ ଏକ୍ସପର୍ଟ ହୋଇଛୁ ଯେ ହାତୀକୁ ଟେକି ନେବୁ?  ଆଜି ସୁଦ୍ଧା ହାତୀକୁ ଧରି ନ ପାରିଲେ ନିଜେ ଆସି ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୁଅ।” ଯାଜପୁର ଦାନଗଦିରେ ଦନ୍ତା ଉପଦ୍ରବକୁ ନେଇ ଲୋକେ ତାତିଥିବା ବେଳେ ଜଣେ ପୁଲିସବାବୁଙ୍କ ଏପରି କଥାରୁ ବନ ବିଭାଗ-ପୁଲିସ୍‌ କଳି ପଦାରେ ପଡ଼ିଛି।

ଦନ୍ତା ଉପଦ୍ରବରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହେଲେଣି। କିନ୍ତୁ ଏଯାଏ ହାତୀକୁ ତଢ଼ା ଯାଇପାରୁନି। ଫଳରେ ଉତ୍ତ୍ୟକ୍ତ ଲୋକେ ଆଜି ଦାନଗଦି ମିଲିଟାରି ଛକ ଓ ମାନପୁର ପାଖରେ ରାସ୍ତାରୋକ କରିଥିଲେ। ଘଟଣାର ସମାଧାନ କରିବାକୁ ବ୍ୟାପକ ପୁଲିସ୍‌ ଫୋର୍ସ ପହଞ୍ଚିଥିଲେ। କିନ୍ତୁ ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ଘଟଣାସ୍ଥଳକୁ ଯାଇଥିବା ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକ ଉତ୍ତ୍ୟକ୍ତ ଲୋକଙ୍କ ସମ୍ମୁଖରେ ବନ ବିଭାଗ ଅଧିକାରୀଙ୍କ ଉପରେ ତାତିଥିଲେ। ବନବିଭାଗ ଅଧିକାରୀଙ୍କୁ ଫୋନ୍‌ କରି ନିଜେ ଆସି ଲୋକଙ୍କୁ ସାମ୍ନା କରିବାକୁ କହିଥିଲେ। ଏସ୍‌ଡିପିଓ ସେମାନଙ୍କ ସମସ୍ୟାକୁ ହୃଦ୍‌ବୋଧ କରି ବନ ବିଭାଗ ଅଧିକାରୀଙ୍କ ସହ ଯୁକ୍ତି କରିଥିବାରୁ ଉତ୍ତ୍ୟକ୍ତ ଲୋକେ ବି ଖୁସି ହୋଇ ତାଳି ମାରିଲେ। ଏହାପରେ ବହୁ ବୁଝାଶୁଝା ପରେ ଦିନ ପ୍ରାୟ ୧୨ଟା ବେଳକୁ ସେମାନେ ରାସ୍ତାରୁ ହଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story