ପାର୍ଟିଆରଙ୍କ ପ୍ରଶ୍ନ: ଆମକୁ ଟିକେ ପଚାରିଲନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା ପାର୍ଟି ବନ୍ଦ ହେବା ନିଷ୍ପତ୍ତିରେ ହତାଶ ହୋଇଛନ୍ତି କଳାକାର। ଏହି ଶିଳ୍ପ ସହ ଜଡିତ ବ୍ୟକ୍ତିମାନଙ୍କୁ ଘାରିଲାଣି ପେଟପାଟଣା ଚିନ୍ତା। ତେବେ ମାଲିକମାନେ ସେମାନଙ୍କୁ ବିଶ୍ୱାସକୁ ନନେଇ କୌଣସି ଆଲୋଚନା ନକରି କିଭଳି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି କଳାକାର। ଯାତ୍ରା ପାର୍ଟି ମାଲିକଙ୍କ ବିପୁଳ କ୍ଷତି ହେଉଥିବା ଦାବିକୁ ନେଇ କିଏ ପ୍ରଶ୍ନ ଉଠାଉଛନ୍ତି ତ ଆଉ କିଏ ଖର୍ଚ୍ଚ କାଟ ପାଇଁ ଦେଇଛନ୍ତି ପରାମର୍ଶ। ଯାତ୍ରା କଳାକାର […]

26orijatra_200215

26orijatra_200215

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା ପାର୍ଟି ବନ୍ଦ ହେବା ନିଷ୍ପତ୍ତିରେ ହତାଶ ହୋଇଛନ୍ତି କଳାକାର। ଏହି ଶିଳ୍ପ ସହ ଜଡିତ ବ୍ୟକ୍ତିମାନଙ୍କୁ ଘାରିଲାଣି ପେଟପାଟଣା ଚିନ୍ତା। ତେବେ ମାଲିକମାନେ ସେମାନଙ୍କୁ ବିଶ୍ୱାସକୁ ନନେଇ କୌଣସି ଆଲୋଚନା ନକରି କିଭଳି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି କଳାକାର। ଯାତ୍ରା ପାର୍ଟି ମାଲିକଙ୍କ ବିପୁଳ କ୍ଷତି ହେଉଥିବା ଦାବିକୁ ନେଇ କିଏ ପ୍ରଶ୍ନ ଉଠାଉଛନ୍ତି ତ ଆଉ କିଏ ଖର୍ଚ୍ଚ କାଟ ପାଇଁ ଦେଇଛନ୍ତି ପରାମର୍ଶ।

ଯାତ୍ରା କଳାକାର ବାପି ପଣ୍ଡା କହିଛନ୍ତି-“ଯାତ୍ରା ପାର୍ଟିରେ ଲାଭ ଓ କ୍ଷତି ହେଉଛି କି ନାହିଁ ଅଡିଟ୍‌ ହେଲେ ଜଣାପଡ଼ିବ। ମାତ୍ର ଯାତ୍ରା ପାର୍ଟି ମାଲିକମାନେ ନିଜେ ହିସାବ କରି କ୍ଷତି ହେଉଛନ୍ତି ବୋଲି କହୁଛନ୍ତି। ଆମ ସହିତ ଅଲୋଚନା କଲେ ସମାଧାନର ରାସ୍ତା ବାହାରି ପାରିବ।”

ଦେବୀ ମିଶ୍ର କହିଛନ୍ତି-“ଯାତ୍ରା ପାର୍ଟି ମାଲିକମାନେ ନାଟକ ଦେଖାଇବା ପରିବର୍ତ୍ତେ ଲୁହା ଗେଟ୍‌ ଦେଖାଇ ପଇସା ଆଦାୟ କରୁଛନ୍ତି। ଏଥିରୁ ଖର୍ଚ୍ଚ କାଟ କଲେ ସମସ୍ୟା ସୁଧୁରି ଯିବ। ଏହାଛଡ଼ା ଆଲୋଚନା ହେଲେ ସମାଧାନର ରାସ୍ତା ବାହାରି ପାରିବ।”

ରତିକାନ୍ତ ପରିଡ଼ା କହିଛନ୍ତି-“କ୍ଷତି ହେଉଥିଲେ ମାଲିକମାନେ କଳାକାରଙ୍କ ସହିତ ଆଲୋଚନା ନକରି ପାର୍ଟି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଆମର କିଛି କହିବାର ନାହିଁ। ତାଙ୍କ ଅନୁଷ୍ଠାନ ସେମାନେ ବନ୍ଦ କରିଦେବେ। ଏଥିରେ ଆମର କିଛି କହିବାର ନାହିଁ।”

ଯାତ୍ରା ପାର୍ଟି ମାଲିକମାନେ ନିଜ ନିଷ୍ପତ୍ତି ସଂପର୍କରେ ସରକାରଙ୍କ ସହ ଆଲୋଚନା କରିନାହାନ୍ତି। ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟ ସରକାର ଦ୍ୱାର ଖୋଲା ରଖିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story