‘ଅଭିମନ୍ୟୁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡକୁ ଖୋଜି ବାହାର କର’

ଭୁବନେଶ୍ୱର: ଟିଟିଲାଗଡ଼ର ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ପଛରେ ଥିବା ମାଷ୍ଟରମାଇଣ୍ଡ ଏବେ ବି ଖୋଲାରେ ବୁଲିଛି। ତାକୁ ଖୋଜି ବାହାର କର। ପୋଲିସ୍ ଡିଜିଙ୍କୁ ଭେଟି ଏପରି ଦାବି କରିଛନ୍ତି ମୃତ ଅଭିମନ୍ୟୁଙ୍କ ପତ୍ନୀ ତଥା ବିଧାୟିକା ଟୁକୁନି ଟୁକୁନି ସାହୁ। ଓଟିଭି ସହ ଏକ ସାକ୍ଷାତକାରରେ ଟୁକୁନି କହିଛନ୍ତି- “୪ ଜଣଙ୍କୁ ଦଣ୍ଡାଦେଶ ଶୁଣାଯାଇଛି। ଏମାନଙ୍କ ପଛରେ ଆଉ କିଏ ଅଛନ୍ତି, ତାକୁ ଠାବ କରିବା ଦରକାର। ଯଦି ବ୍ୟବସାୟିକ ଶତ୍ରୁତା ଅଭିମନ୍ୟୁଙ୍କ […]

tukuni

tukuni

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 09:27 PM IST

Sports

Latest News

ଭୁବନେଶ୍ୱର: ଟିଟିଲାଗଡ଼ର ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ପଛରେ ଥିବା ମାଷ୍ଟରମାଇଣ୍ଡ ଏବେ ବି ଖୋଲାରେ ବୁଲିଛି। ତାକୁ ଖୋଜି ବାହାର କର। ପୋଲିସ୍ ଡିଜିଙ୍କୁ ଭେଟି ଏପରି ଦାବି କରିଛନ୍ତି ମୃତ ଅଭିମନ୍ୟୁଙ୍କ ପତ୍ନୀ ତଥା ବିଧାୟିକା ଟୁକୁନି ଟୁକୁନି ସାହୁ।

ଓଟିଭି ସହ ଏକ ସାକ୍ଷାତକାରରେ ଟୁକୁନି କହିଛନ୍ତି- “୪ ଜଣଙ୍କୁ ଦଣ୍ଡାଦେଶ ଶୁଣାଯାଇଛି। ଏମାନଙ୍କ ପଛରେ ଆଉ କିଏ ଅଛନ୍ତି, ତାକୁ ଠାବ କରିବା ଦରକାର। ଯଦି ବ୍ୟବସାୟିକ ଶତ୍ରୁତା ଅଭିମନ୍ୟୁଙ୍କ ହତ୍ୟାର କାରଣ, ତେବେ ଏମାନଙ୍କୁ କିଏ ନିୟୋଜିତ କରିଥିଲା ସେ ସମ୍ପର୍କରେ ଅଧିକ ତଦନ୍ତ ହେବା ଆବଶ୍ୟକ।”

ଗତକାଲି ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଟିଟିଲାଗଡ଼ ଏଡିଜେ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story