ସିଆରପିଏଫ୍‌ର ଚତୁର୍ଥ ବାଟାଲିୟନ୍‌ ଗୋଦାମରେ ନିଆଁ

Ordigital Desk
  • Published: Saturday, 03 February 2018
  • , Updated: 03 February 2018, 10:50 AM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ରାୟଗଡ଼ା ସ୍ଥିତ ସିଆରପିଏଫ୍&zwnj;ର ଚତୁର୍ଥ ବାଟାଲିୟନ୍&zwnj; ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ବାଟାଲିୟନ୍&zwnj;ର&nbsp; ବି କ୍ୟୁ ଓ ସି କ୍ୟୁ ଷ୍ଟୋରରେ ନିଆଁ ଲାଗିଯାଇଥିଲା। ଫଳରେ ଯବାନମାନଙ୍କ ବ୍ୟବହୃତ ସାମଗ୍ରୀ ପୋଡ଼ି ଯାଇଛି। &nbsp;ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।</p> <p>କେଉଁ କାରଣରୁ ଅଗ୍ନିକାଣ୍ଡର ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ୍&zwnj;ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।</p>

Related story