କୋଟିଏ ଟଙ୍କାର କପା ପୋଡ଼ିଗଲା

ପାଟଣାଗଡ଼(ବଂଶୀଧର ସେଠ୍‌): ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର କପାଣି ଗାଁରେ ଥିବା ରାଧାରମଣ କପା ମିଲ୍‌ରେ ନି‌ଆଁ ଲାଗିଯାଇଛି। ନିଆଁରେ କୋଟିଏରୁ ଅଧିକ ଟଙ୍କାର କପା ପୋଡ଼ି ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। କପା ମାଲିକ ଏସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ପାଟଣାଗଡ଼ ଓ ବେଲପଡ଼ାରୁ ୪ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି।

vgg

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 12:17 PM IST

ପାଟଣାଗଡ଼(ବଂଶୀଧର ସେଠ୍‌): ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର କପାଣି ଗାଁରେ ଥିବା ରାଧାରମଣ କପା ମିଲ୍‌ରେ ନି‌ଆଁ ଲାଗିଯାଇଛି। ନିଆଁରେ କୋଟିଏରୁ ଅଧିକ ଟଙ୍କାର କପା ପୋଡ଼ି ଯାଇଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। କପା ମାଲିକ ଏସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ପାଟଣାଗଡ଼ ଓ ବେଲପଡ଼ାରୁ ୪ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି।

Related story