ତାରକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

Ordigital Desk
  • Published: Tuesday, 23 January 2018
  • , Updated: 23 January 2018, 08:45 AM IST
<p>ପୁରୀ( ଓଡ଼ିଶା ରିପୋର୍ଟର): ପୁରୀର ଏକ ତାରକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀର ଭିଆଇପି ରୋଡ଼ରେ ଥିବା ଏକ ବହୁତଳ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ହୋଟେଲରେ ବ୍ୟାପକ କ୍ଷତିକ୍ଷତି ହୋଇଛି। ଦମକଳ ବାହିନୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।</p> <p>&amp;nbsp;</p>

Related story