ବସ୍‌ରେ ଲାଗିଗଲା ନିଆଁ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଯାତ୍ରୀବାହୀ ବସ୍‌ରେ ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ଆସୁଥିବା ବେଳେ ରେମୁଣା ଗୋଲେଇରେ ଅଚାନକ ବସ୍‌ରେ ନିଆଁ ଲାଗିଯାଇଥିଲା। ତେବେ ବସ୍‌ରୁ  ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ବାଲେଶ୍ୱରରୁ ବ୍ରହ୍ମପୁର ଆସୁଥିବା ‘ପୁଲ୍‌ପୁଲ୍‌’ ନାମକ ଏହି ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। ବସଟିର ଅର୍ଦ୍ଧାଧିକ ଅଂଶ ନିଆଁ ଲାଗି ଜଳି ଯାଇଥିବା ସୂଚନା ମିଳିଛି।

456

Tapas Behera
  • Published: Monday, 12 August 2019
  • , Updated: 12 August 2019, 03:43 PM IST

Related story