ବୁର୍ଲା ବଡ଼ ମେଡିକାଲ୍‌ରେ ଲାଗିଲା ନିଆଁ

ସମ୍ବଲପୁର( ସଞ୍ଜୟ ଜେନା): ସର୍ଟ ସର୍କିଟ୍‌ରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଡାଇଲେସିସ୍ ରୁମ୍‌କୁ ଲାଗିଥିବା ବ୍ୟାଟେରୀ ରୁମ୍‌ରେ ପ୍ରଥମେ ଏହି ନିଆଁ ଲାଗିଥିଲା। ଫଳରେ ସବୁ ବ୍ୟାଟେରୀ ଜଳିଯିବା ସହ ସେହି ରୁମ୍‌ରେ ଥିବା ଫ୍ୟାନ୍‌ ଓ ବୈଦୁତିକ ଉପକରଣ ମଧ୍ୟ ଜଳି ପୋଡ଼ିଯାଇଥିଲା। ଏହାସହ ବ୍ୟାଟେରୀ ରୁମ୍‌ରୁ ନିର୍ଗତ ଧୂଆଁ ଡାଇଲେସିସି ରୁମ୍‌କୁ ବ୍ୟାପୀ ଯାଇଥିଲା। କିନ୍ତୁ ସୌଭାଗ୍ୟବଶଃତ ସେହି ସମୟରେ ସେଠାରେ କେହି ରୋଗୀ ଉପସ୍ଥିତ ନ ଥିଲେ। […]

burla-2..1

burla-2..1

Niharika Rout
  • Published: Friday, 20 September 2019
  • Updated: 20 September 2019, 11:13 AM IST

Sports

Latest News

ସମ୍ବଲପୁର( ସଞ୍ଜୟ ଜେନା): ସର୍ଟ ସର୍କିଟ୍‌ରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଡାଇଲେସିସ୍ ରୁମ୍‌କୁ ଲାଗିଥିବା ବ୍ୟାଟେରୀ ରୁମ୍‌ରେ ପ୍ରଥମେ ଏହି ନିଆଁ ଲାଗିଥିଲା। ଫଳରେ ସବୁ ବ୍ୟାଟେରୀ ଜଳିଯିବା ସହ ସେହି ରୁମ୍‌ରେ ଥିବା ଫ୍ୟାନ୍‌ ଓ ବୈଦୁତିକ ଉପକରଣ ମଧ୍ୟ ଜଳି ପୋଡ଼ିଯାଇଥିଲା। ଏହାସହ ବ୍ୟାଟେରୀ ରୁମ୍‌ରୁ ନିର୍ଗତ ଧୂଆଁ ଡାଇଲେସିସି ରୁମ୍‌କୁ ବ୍ୟାପୀ ଯାଇଥିଲା। କିନ୍ତୁ ସୌଭାଗ୍ୟବଶଃତ ସେହି ସମୟରେ ସେଠାରେ କେହି ରୋଗୀ ଉପସ୍ଥିତ ନ ଥିଲେ। ଡାଇଲେସିସ୍‌ ରୁମ୍‌ର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ସର୍ଟ ସର୍କିଟ୍‌ରୁ ବ୍ୟାଟେରୀରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ବ୍ୟାଟେରୀଗୁଡ଼ିକ ବହୁ ପୁରୁଣା ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ମଧ୍ୟ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story