ଜିଲ୍ଲାପାଳଙ୍କ ଅଫିସ୍‌ରେ ଲାଗିଗଲା ନିଆଁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏନ୍‌ଆଇସି ବିଭାଗର କନ୍‌ଫରେନ୍ସ ହଲ୍‌ରେ ଥିବା ଏସିରେ ନିଆଁ ଲାଗି ଯାଇଥିଲା। ଫଳରେ ଭୟରେ କର୍ମଚାରୀମାନେ ବାହାରକୁ ବାହାରି ଆସିଥିଲେ। ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

fire

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 02:24 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏନ୍‌ଆଇସି ବିଭାଗର କନ୍‌ଫରେନ୍ସ ହଲ୍‌ରେ ଥିବା ଏସିରେ ନିଆଁ ଲାଗି ଯାଇଥିଲା। ଫଳରେ ଭୟରେ କର୍ମଚାରୀମାନେ ବାହାରକୁ ବାହାରି ଆସିଥିଲେ।

ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

Related story