ପୋଡ଼ିଗଲା ଧାନଗଦା

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଜଣ୍ଡରୀଗୁଡ଼ା ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ସତ ଚେଷ୍ଟା ସତ୍ତ୍ୱେ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଗାଁର ଦୁଇ ଭାଇ ମଧୁ ଭତରା ଓ ମଙ୍ଗୁ ଭତରାଙ୍କ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଉଭୟଙ୍କର ୪୦ କ୍ୱିଣ୍ଟାଲ ଲେଖାଏ ଧାନ ପୋଡ଼ି ପାଉଁଶ ହୋଇଯାଇଛି।

nabarangapur

Tapaswini Nayak
  • Published: Tuesday, 25 December 2018
  • , Updated: 25 December 2018, 02:44 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଜଣ୍ଡରୀଗୁଡ଼ା ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ସତ ଚେଷ୍ଟା ସତ୍ତ୍ୱେ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ।

ଗାଁର ଦୁଇ ଭାଇ ମଧୁ ଭତରା ଓ ମଙ୍ଗୁ ଭତରାଙ୍କ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଉଭୟଙ୍କର ୪୦ କ୍ୱିଣ୍ଟାଲ ଲେଖାଏ ଧାନ ପୋଡ଼ି ପାଉଁଶ ହୋଇଯାଇଛି।

Related story